26.1 C
Bhubaneswar
Thursday, March 19, 2026
Homeଓଡିଶାଆମ୍ବ ଟାକୁଆ ଘଟଣା :  ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି

ଆମ୍ବ ଟାକୁଆ ଘଟଣା :  ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି

କନ୍ଧମାଳ:  କନ୍ଧମାଳ ରେ ଆମ୍ବ ଟାକୁଆ ଖାଇ ଅସୁସ୍ଥ ଘଟଣାରେ ବଢିଲା ମୃତ୍ୟୁ ସଂଖ୍ୟା। ଆଜି ଏହି ଘଟଣାରେ ଆଉ ଜଣଙ୍କର ମୃତ୍ୟୁ ହୋଇଛି। କଟକରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣେ ଅସୁସ୍ଥ ଆଖି ବୁଜିଛନ୍ତି। ମୃତକ ହେଲେ ଜିତା ମାଝୀ। ସେ କଟକ ଏସସିବି ମେଡିକାଲରେ ଚିକିତ୍ସାଧିନ ଥିଲେ। ଫଳରେ ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି ପାଇଛି। କନ୍ଧମାଳ ଦାରିଙ୍ଗିବାଡି ବ୍ଳକ ମାଣ୍ଡିପଙ୍କାରେ ଆମ୍ବ ଟାକୁଆ ଜାଉ ଖାଇବା ଘଟଣାରେ ପୂର୍ବରୁ ୨ ଜଣଙ୍କର ମୃତ୍ୟୁ ହୋଇଥିଲା।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking