29.1 C
Bhubaneswar
Sunday, April 26, 2026
Homeଓଡିଶାପେଟ୍ରୋଲ ଢାଳି ନିଜ ଦେହରେ ନିଆଁ ଲଗେଇଦେଲେ ଯୁବକ

ପେଟ୍ରୋଲ ଢାଳି ନିଜ ଦେହରେ ନିଆଁ ଲଗେଇଦେଲେ ଯୁବକ

ବ୍ରହ୍ମପୁର: ରାଜ୍ୟରେ ଆତ୍ମାହୁତି ଘଟଣା ଜାରି ରହିଛି। ପୁଣି ପେଟ୍ରୋଲ ଓ ନିଆଁ ଦେଖାଯାଇଛି। ବ୍ରହ୍ମପୁରରେ ଜଣେ ଯୁବକ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଛନ୍ତି। ଆତ୍ମାହୁତି ଦେଇଥିବା ଯୁବକ ହେଲେ ସୂରଜ ସାହୁ। ସୂରଜଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ସେ ଏବେ ବ୍ରହ୍ମପୁର ଏମ୍‌କେସିଜିରେ ଭର୍ତ୍ତି ଥିବା ବେଳେ କଟକ ବଡ଼ମେଡିକାଲକୁ ତାଙ୍କୁ ସ୍ଥାନାନ୍ତରିତ କରାଯିବା ପାଇଁ ପ୍ରସ୍ତୁତି ଚାଲିଛି। ସୂଚନା ଅନୁସାରେ ବ୍ରହ୍ମପୁର ବଡ଼ବଜାର ଥାନା ମେଣ୍ଟୁ ଛକରେ ଆଜି ସନ୍ଧ୍ୟାରେ ଏହି ଅଭାବନୀୟ ଘଟଣା ଘଟିଛି। ସୂରଜ ସାହୁ କୌଣସି କାରଣକୁ କେନ୍ଦ୍ର କରି ନିଜ ଦେହରେ ନିଆଁ ଲଗାଇ ଦେଇଛନ୍ତି। ଆତ୍ମାହୁତିର କାରଣ ଜଣାପଡ଼ି ନାହିଁ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking