19.1 C
Bhubaneswar
Friday, November 22, 2024
Homeଓଡିଶାଗୋବିନ୍ଦ ମୃତ୍ୟୁ ପରେ ମୁହଁ ଖୋଲିଲେ ମମିତାଙ୍କ ପରିବାର......

ଗୋବିନ୍ଦ ମୃତ୍ୟୁ ପରେ ମୁହଁ ଖୋଲିଲେ ମମିତାଙ୍କ ପରିବାର……

ଭୁବନେଶ୍ୱର: ମମିତାଙ୍କ ସଂପର୍କୀୟଙ୍କ ପ୍ରତିକ୍ରିୟା । କହିଲେ ଆମେ ପରିବାରକୁ ମିଳିଲା ନ୍ୟାୟ । ଆମେ ଚାହୁଁଥିଲୁ ମୁଖ୍ୟ ଅଭିଯୁକ୍ତକୁ ଫାଶୀ ଦଣ୍ଡ ଦିଆଯାଉ ବୋଲି । ହେଲେ ସେ ଆତ୍ମହତ୍ୟା କରି ନିଜ ଦୋଷ ସ୍ୱୀକାର କରିଥିବା ଏକ ପ୍ରକାର ପ୍ରମାଣିତ କରିଛି । କୋର୍ଟ ତାକୁ ଦଣ୍ତ ଦେବା ପୂର୍ବରୁ ଭଗବାନ ତାକୁ ଦଣ୍ଡ ଦେଲେ ।ସେପଟେ ମମିତାଙ୍କ ମାଆ ତୁଳସୀ ମେହେର କହିଛନ୍ତି ଆମେ ଚାହୁଁଥିଲୁ ମମିତା ଯେମିତି ଛଟପଟ ହୋଇ ଜୀବନ ଗଲା ଗୋବିନ୍ଦର ମଧ୍ୟ ଜୀବନ ଯାଉ । ଗୋବିନ୍ଦ ଆତ୍ମହତ୍ୟା କରିଛି । ଭଗବାନ ତାକୁ ଦଣ୍ଡ ଦେଲେ । ଆମେ ବହୁତ ଖୁସି, ମମିତା କାମ କରି ଘର ପୋଷୁଥିଲା । ଆଜି ସେ ଦୁନିଆରେ ନାହିଁ ତେଣୁ ସରକାର ମମିତାଙ୍କ ଭାଇଙ୍କୁ ଚାକିରୀ ଦେଉ ବୋଲି କହିଛନ୍ତି

ଭିଜିଲାନ୍ସ ଜାଲରେ ଫରେଷ୍ଟ ରେଞ୍ଜ ଅଧିକାରୀ, ୪ଟି ସ୍ଥାନରେ ଚଢାଉ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking