25.9 C
Bhubaneswar
Monday, April 6, 2026
Homeଦେଶ ବିଦେଶଟ୍ରୋଲ ହେଉଛନ୍ତି ମମତା କୁଲକର୍ଣ୍ଣୀ

ଟ୍ରୋଲ ହେଉଛନ୍ତି ମମତା କୁଲକର୍ଣ୍ଣୀ

ନୂଆଦିଲ୍ଲୀ: କିନ୍ନର ଆଖଡାରୁ ମମତା କୁଲକର୍ଣ୍ଣୀ ଓ ଆଚାର୍ଯ୍ୟ ମହାମଣ୍ଡଳେଶ୍ବର ଲକ୍ଷ୍ମୀ ନାରାୟଣ ତ୍ରିପାଠୀଙ୍କୁ ବହିଷ୍କାର କରିଛନ୍ତି ପ୍ରତିଷ୍ଠାତା ଋଷି ଅଜୟ ଦାସ । ଏହି ବଲିଉଡ ଅଭିନେତ୍ରୀ କିନ୍ନର ଆଖଡ଼ାରେ ମହାମଣ୍ଡଳେଶ୍ବର ହୋଇ ଚର୍ଚ୍ଚାରେ ରହିଥିଲେ । ବହୁ ସାଧୁ ସନ୍ଥଙ୍କ ଠାରୁ ଆରମ୍ଭ କରି ବୁଦ୍ଧିଜୀବୀ ଏହାକୁ ନିନ୍ଦା କରିଥିଲେ । ଏବେ ତାଙ୍କୁ ବହିଷ୍କାର କରାଯାଇଥିବାବେଳେ ସୋସିଆଲ ମିଡିଆରେ ୟୁଜର୍ସମାନେ ଟ୍ରୋଲ କରୁଛନ୍ତି । ନିକଟରେ ଆପ କି ଅଦାଲତ ଶୋରେ ଯୋଗ ଦେଇଥିଲେ ମମତା । ଯେଉଁଥିରେ ତାଙ୍କୁ ସାଧୁ ବୋଲି ପ୍ରଶ୍ନ କରାଯାଇଥିବାବେଳେ ସେ ମନ୍ତ୍ର ଉଚାରଣ କରିବା ଆରମ୍ଭ କରିଥିଲେ । ସେହି ଭିଡିଓକୁ ନେଇ ସୋସିଆଲ ମିଡିଆରେ ତାଙ୍କୁ ଟ୍ରୋଲ କରାଯାଉଛି । ସେ ଆଖି ବନ୍ଦ କରି ମନ୍ତ୍ର ଉଚାରଣ କରିଥିବାବେଳେ ଏହା ଉପରେ ୟୁଜର୍ସମାନେ ବିଭିନ୍ନ ମଜାଳିଆ କମେଣ୍ଟମାନ ଦେଉଛନ୍ତି । ଜଣେ ୟୁଜର୍ସ ଲେଖିଛନ୍ତି କି କାଇଁ ପ୍ରଶ୍ନ ସହ ଉତ୍ତର ମେଳ ଖାଉନାହିଁ । ଅନ୍ୟ ଜଣେ ୟୁଜର୍ସ ଲେଖିଛନ୍ତି କି, ରାଣା ଜୀ କେବେ ବି କ୍ଷମା କରିବେ ନାହିଁ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking