24.6 C
Bhubaneswar
Sunday, April 12, 2026
Homeଦେଶ ବିଦେଶବଏଜ ହଷ୍ଟେଲରେ ଜୁନିୟର ଡାକ୍ତରାଣୀଙ୍କୁ ଦୁଷ୍କର୍ମ

ବଏଜ ହଷ୍ଟେଲରେ ଜୁନିୟର ଡାକ୍ତରାଣୀଙ୍କୁ ଦୁଷ୍କର୍ମ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଗ୍ୱାଲିଅର ମେଡିକାଲ କଲେଜର ବଏଜ ହଷ୍ଟେଲରେ ଜଣେ ଜୁନିୟର ଡାକ୍ତରାଣୀଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ପୀଡ଼ିତାଙ୍କ ଅଭିଯୋଗକୁ ଭିତ୍ତି କରି ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
ସୂଚନାନୁସାରେ, ଗତରବିବାର ସନ୍ଧ୍ୟାରେ ଗ୍ୱାଲିଅରରେ ଜଣେ ଜୁନିଅର ଡାକ୍ତରାଣୀଙ୍କୁ ତାଙ୍କର ସହକର୍ମୀ ମେଡିକାଲ କଲେଜର ବଏଜ ହଷ୍ଟେଲକୁ ନେବା ଦୁଷ୍କର୍ମ କରିଥିଲେ। ଦୁଷ୍କର୍ମର ଶିକାର ହୋଇଥିବା ମହିଳା ଡାକ୍ତରାଣୀ ବ୍ୟାକ ପେପରର ପରୀକ୍ଷା ଦେବା ପାଇଁ ଗ୍ୱାଲିଅର ଆସିଥିଲେ। ଡାକ୍ତରାଣୀଙ୍କଚ ଦୁଷ୍କର୍ମ କରିବା ପରେ ସାଥୀ ଡାକ୍ତର ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking