25.1 C
Bhubaneswar
Monday, October 21, 2024
Homeଓଡିଶାମାଡିଗଲା ପୋକଲେନ୍‌: ୨ ମୃତ

ମାଡିଗଲା ପୋକଲେନ୍‌: ୨ ମୃତ

ସୁନ୍ଦରଗଡ: ବୋଲେରୋ ଉପରେ ମାଡିଗଲା ପୋକଲେନ୍ । ଫଳରେ ୨ ଜଣଙ୍କର ମୃ୍‌ତ୍ୟୁ ହୋଇଛି । ୬ ଜଣ ଗୁରୁତରଙ୍କୁ ଛତିଶଗଡ ସ୍ଥାନାନ୍ତର ବେଳେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା । ହେମଗିରି ଥାନା ଗର୍ଜନବାହାଲ କୋଇଲା ଖଣିରେ ଅଘଟଣ ହୋଇଛି । କୋଇଲା ଖଣିରେ ପୋକଲେନ୍‌ରେ କାମ କରିବା ବେଳେ ଏହିଭଳି ଅଘଟଣ ହୋଇଛି ।

ଫ୍ରାନ୍ସ: କୋଠା ଭୁଶୁଡ଼ି ୮ ମୃତ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking