31.1 C
Bhubaneswar
Friday, October 18, 2024
Homeଦେଶ ବିଦେଶମଧ୍ୟପ୍ରଦେଶ: ସ୍କୁଲରେ ପଢ଼ାଯିବ ସାଭରକରଙ୍କ ଜୀବନୀ

ମଧ୍ୟପ୍ରଦେଶ: ସ୍କୁଲରେ ପଢ଼ାଯିବ ସାଭରକରଙ୍କ ଜୀବନୀ

ଭୋପାଳ: ମଧ୍ୟପ୍ରଦେଶର ସରକାରୀ ସ୍କୁଲ୍‌ରେ ବୀର ସାଭରକର୍‌ଙ୍କ ଜୀବନୀ ପଢ଼ାଯିବ । ରାଜ୍ୟର ସ୍କୁଲ୍ ପାଠ୍ୟକ୍ରମରେ ସାଭର୍‌ଙ୍କ ଜୀବନା ସାମିଲ କରାଯିବ ବୋଲି ମଧ୍ୟପ୍ରଦେଶ ସ୍କୁଲ ଶିକ୍ଷା ମନ୍ତ୍ରୀ ଇନ୍ଦର ସିଂହ ପରମାର କହିଛନ୍ତି । ସରକାରଙ୍କ ଏହି ପଦକ୍ଷେପକୁ ସ୍ୱାଧୀନତା ସଂଗ୍ରାମୀଙ୍କ ଅପମାନ ବୋଲି କଂଗ୍ରେସ କହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking