27.1 C
Bhubaneswar
Sunday, September 29, 2024
Homeଓଡିଶାଜୀବନ ହାରିଲେ ଯୁବକ ଓ ଯୁବତୀ

ଜୀବନ ହାରିଲେ ଯୁବକ ଓ ଯୁବତୀ

ଦେବଗଡ଼ : ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ କୁଣ୍ଢେଇଗୋଳ ଥାନା ଆଉଁଳି ଗ୍ରାମରେ ଜଣେ ଯୁବକ ଓ ଯୁବତୀର ଶବ ଝୁଲୁଛି । ଗ୍ରାମର କୁମ୍ଭାର ସାହିର ମହୁଲ ଗଛରେ ଗତକାଲି ରାତି ୧ ଟାରୁ ଝୁଲୁଥିବା ଜନସାଧାରଣ ଦେଖିଥିଲେ। ଯୁବକ ଜଣଙ୍କ ଆଉଁଳି ଗ୍ରାମର ଗିରିଧାରୀ ବେହେରାଙ୍କ ପୁଅ ୨୨ ବର୍ଷର ପୁଅ ଆଲୋକ ବେହେରା ବୋଲି ଜଣା ପଡ଼ିଥିବା ବେଳେ ଯୁବତୀଙ୍କର ପରିଚୟ ମିଳି ପାରି ନାହିଁ। ପ୍ରେମ ଜନିତ ବ୍ୟାପାରରୁ ଏଭଳି ଅଭାବନୀୟ ଘଟଣା ଘଟିଥିବା ଚର୍ଚ୍ଚା ହେଉଛି। ଖବରପାଇ କୁଣ୍ଢେଇଗୋଳା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏଭଳି ଅଭାବନୀୟ ଘଟଣା ଜିଲ୍ଲାରେ ଏବେ ଆଲୋଡନ ସୃଷ୍ଟି କରିଛି।

ପୁରୀରେ ‘୫ଟି’ ସଚିବ: ଐତିହ୍ୟ ପରିକ୍ରମା ପ୍ରକଳ୍ପର ଅଗ୍ରଗତିର କଲେ ସମୀକ୍ଷା

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking