27.1 C
Bhubaneswar
Sunday, September 29, 2024
Homeଅପରାଧପ୍ରେମ ନେଲା ଜୀବନ !

ପ୍ରେମ ନେଲା ଜୀବନ !

ଭୁବନେଶ୍ୱର:ଦିନକୁ ଦିନ ବଢ଼ିବାରେ ଲାଗିଛି ଅପରାଧର ମାମଲା । ଦ୍ରୌପଦୀ ଜୁନିୟର କଲେଜରେ ସାମନାକୁ ଆସିଛି ଏଭଳି ଏକ ହୃଦୟବିଦାରକ ଘଟଣା । କଲେଜେରେ ପରୀକ୍ଷା ଚାଲିଥିଲା ପରୀକ୍ଷା ସାରି ଝିଅଟି ବାହାରକୁ ବାହାରିଥିଲା ଓ ତାପରେ ସେହି ଝିଟିର ପ୍ରେମିକ ଝିଅଟିକୁ ମରଣାନ୍ତକ ଆକ୍ରମଣ କରିଥିଲା । ଉଭୟ ପ୍ରେମିକ ଓ ପ୍ରମିକା ଗୋଟିଏ ଗାଁର ବୋଲି ଜଣାପଡିଛି ।

ପରୀକ୍ଷା ସାରି ପ୍ରେମିକା ଜଣକୁ ବାହାରକୁ ବାହାରି କିଛି ଦୂରରେ ପାହାଡ ପାଖେ ବସି ନିଜ ପ୍ରେମୀଙ୍କ ସହ କଥା ହେଉଥିଲେ । ହଠାତ କିଛି ସମୟ ପରେ ପ୍ରେମିକ ଜଣକ କିଛି କଥା କୁ ନେଇ ରାଗିଯାଇଥିଲେ ଏବଂ ତାଙ୍କ ଭିତରେ ଝଗଡା ଆରମ୍ଭ ହୋଇଥିଲା । ଓ ତାପରେ ପ୍ରେମିକ ଜଣକ ତାଙ୍କୁ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ ତାଙ୍କ ବେକକୁ । ତାଙ୍କ ବେକ କଟିବାରୁ ପ୍ରେମିକାଙ୍କ ବେକରୁ ବହୁତ ରକ୍ତ ବାହାରିଥିଲା । ପ୍ରମିକା ଜଣକ ଗୁରୁତର ହେବାପରେ ତାଙ୍କୁ ପ୍ରଥମେ ପଦ୍ମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ଫଳରେ ଝିଅଟିର ମୃତ୍ୟୁ ହୋଇଥିଲା।

ଖବର ପାଇ ପୋଲିସ ପହଞ୍ଚି ଅଭିଯୁକ୍ତ ପ୍ରେମିକକୁ ଅଟକ ରଖି ଘଟଣାର ତଦନ୍ତ କରୁଥିବା ଜଣାପଡିଛି। ଅଭିଯୁକ୍ତ ଜଣଙ୍କ କହିଛି ଯେ ତାର ପ୍ରେମିକା ଅନ୍ୟପୁଅଙ୍କ ସହ ମିଶୁଥିଲା। ହେଲେ ସେ ଏହାକୁ ଗ୍ରହଣ କରିପାରେ ନାହିଁ। ଏପରି ନକରିବାକୁ ସେ ବାରଣ କରିଥିଲା। କିନ୍ତୁ ପ୍ରେମିକା ନମାନିବାରୁ ବାଧ୍ୟ ହୋଇ ଗଳା କାଟିବାକୁ ଉଦ୍ୟମ କରିଥିଲା ବୋଲି କହିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking