31.1 C
Bhubaneswar
Friday, October 18, 2024
Homeଅପରାଧପ୍ରେମ ପରେ ପ୍ରତାରଣା ଓ ତାପରେ.....

ପ୍ରେମ ପରେ ପ୍ରତାରଣା ଓ ତାପରେ…..

ଭୁବନେଶ୍ୱର: ଗିରଫ ହେଲେ ଏମ୍ସ  ଭୁବନେଶ୍ବର ଡାକ୍ତର । ପ୍ରେମ ପରେ ପ୍ରତାରଣା ଅଭିଯୋଗରେ ଏମ୍ସ ହୃଦ ରୋଗ ଡାକ୍ତର ଜୟଦୀପ ଦାସ ଗୁପ୍ତା ଗିରଫ ହୋଇଛନ୍ତି । ଡାକ୍ତର ଜୟଦୀପଙ୍କୁ ଗିରଫ କରିଛି ମହିଳା ଥାନା ପୁଲିସ । ୨ ବର୍ଷ ଧରି ଜଣେ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ରଖି ବିବାହ ପାଇଁ ପ୍ରତିଶୃତି ଦେଇଥିଲେ। ପରେ ତାଙ୍କୁ ପ୍ରତାରଣା କରିଥିଲେ। ୨୦୨୦ରୁ ଯୁବତୀଙ୍କ ସହ ସମ୍ପର୍କରେ ଥିଲେ ଜୟଦୀପ । ଯୁବତୀଙ୍କ ବାପାଙ୍କ ଚିକିତ୍ସା ଆଳରେ ଯୁବତୀଙ୍କ ନମ୍ବର ଆଣି ପ୍ରେମ ସମ୍ପର୍କ ସ୍ଥାପନ କରିଥିଲେ ଡାକ୍ତର। ବାରମ୍ବାର ଶରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିବା ଅଭିଯୋଗ ହୋଇଛି। ଯୁବତୀଙ୍କ ଗର୍ଭ ନଷ୍ଟ କରିଥିଲେ ଡାକ୍ତର ଜୟଦୀପ । ଉକ୍ତ ଯୁବତୀଙ୍କ ଜଣଙ୍କ ବେଙ୍ଗାଲୁରୁ ଆଇଟି ସେକ୍କଟରରେ କାମ କରୁଥିବା ଜଣାପଡ଼ିଛି।

ବଜାରକୁ ଆସିଲା ‘ଓଲା’ର ଶସ୍ତା ଇଲେକ୍ଟ୍ରିକ୍ ସ୍କୁଟର

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking