26.1 C
Bhubaneswar
Sunday, March 15, 2026
Homeଓଡିଶାସଫେଇ କର୍ମଚାରୀଙ୍କୁ ୧୦ ଲକ୍ଷର ଜୀବନବୀମା

ସଫେଇ କର୍ମଚାରୀଙ୍କୁ ୧୦ ଲକ୍ଷର ଜୀବନବୀମା

ଭୁବନେଶ୍ୱର: ସଫେଇ କର୍ମଚାରୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା । ଲୋକସେବା ଭବନରେ ‘ଗରିମା’ କାଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଘୋଷଣା କରିଛନ୍ତି । ୧୦ ଲକ୍ଷର ଜୀବନ ବୀମା ପାଇବେ ସଫେଇ କର୍ମଚାରୀ । ସବୁ ସୁରକ୍ଷା ସତ୍ତ୍ୱ କର୍ମକ୍ଷେତ୍ରରେ ମୃତ୍ୟୁ ହେଲେ ପରିବାରକୁ ୩୦ ଲକ୍ଷ ମିଳିବ ।  ସମସ୍ତ  ସଫେଇ କର୍ମଚାରୀଙ୍କୁ ମୋବାଇଲ ଦେବେ ସରକାର । ସହକାରୀ ପିଏମ ଆବାସ ଯୋଜନାରେ ସଫେଇ କର୍ମୀଙ୍କୁ ମିଳିବ ଛାତ ଘର ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking