28.1 C
Bhubaneswar
Sunday, September 8, 2024
Homeଓଡିଶାବିଜେଡିର ଆୟୁଷ ବହୁତ କମ୍ : ଜୟନାରାୟଣ

ବିଜେଡିର ଆୟୁଷ ବହୁତ କମ୍ : ଜୟନାରାୟଣ

ଭୁବନେଶ୍ୱର : ବିଜେଡିକୁ କଡା ସମାଲୋଚନା କଲେ ଜୟନାରାୟଣ ମିଶ୍ର । କହିଲେ ବିଜେଡି ଆୟୁଷ ବହୁତ କମ୍ ଦିନ । ମୁଁ ଜ୍ୟୋତିଷ ଭଳି ଭବିଷ୍ୟବାଣୀ କହିଲି, ବିଜେଡିର ଆୟୁଷ ବହୁତ କମ୍ । ପୁଣି ସରକାରକୁ ଫେରିବା ନେଇ ସେ କହିଛନ୍ତି ସେତେବେଳେ ପର୍ଯ୍ୟନ୍ତ ବଞ୍ଚିଥିଲେ ତ… । କହିଲେ ଆମେ ରାଜନୈତିକ ଶିଷ୍ଠାଚାର ଜାଣିଛୁ,ରାଜନୈତିକ ଶିଷ୍ଠାଚାରକୁ ଆମେ ଅବଲମ୍ବନ କରୁ । ନବୀନ ପଟ୍ଟନାୟକଙ୍କୁ ରାଜନୈତିକ ଶିଷ୍ଠାଚାର ଜଣାନଥିଲା , ସେ କେବେ କାହାକୁ କେୟାର କରୁନଥିଲେ । ତାଙ୍କୁ ଶିଷ୍ଠାଚାର ଜଣାନଥିବାରୁ ସେ  ସେଭଳି ଭୁଲ୍ କରୁଥିଲେ । ଆମେ ସେଭଳି ଶିଷ୍ଠାଚାର ବିହୀନ କାମ କରିବୁ ନାହିଁ । ସରକାରୀ ଦଳ ଓ ବିରୋଧୀ ଦଳ ମିଶିକି ତ ଦେଶକୁ ଚଳାଇବେ । ବିରୋଧୀ ଦଳ ଆମର ଦୁର୍ବଳତା ଦେଖିବେ କହିବେ ଆମେ ସୁଧାରିବୁ ବୋଲି ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking