28.1 C
Bhubaneswar
Sunday, June 23, 2024
Homeଓଡିଶାଆସନ୍ତୁ ଜାଣିବା କେତେ ଅଛି ସୁନା ଦର

ଆସନ୍ତୁ ଜାଣିବା କେତେ ଅଛି ସୁନା ଦର

ଭୁବନେଶ୍ୱର : ସୁନାଦର ଦିନକୁ ଦିନ ବଢିବାରେ ଲାଗିଛି । ଆଗକୁ ଆସୁଛି ବିବାହ ଏବଂ ବ୍ରତଘର କିନ୍ତୁ ସୁନା ଦରରେ ଲାଗୁନି ବ୍ରେକ୍। ତେବେ ଆସନ୍ତୁ ଜାଣିବା ଆଜି ରାଜଧାନୀ ଭୁବନେଶ୍ବରେ କେତେ ଅଛି ସୁନା ଦର । ୨୪ କ୍ୟାରେଟ ୧୦ ଗ୍ରାମ ପିଛା ୭୧,୮୯୦ ଟଙ୍କା ସେହିଭଳି ୨୨ କ୍ୟାରେଟ ୧୦ ଗ୍ରାମ ପିଛା ୬୫,୯୦୦ ଟଙ୍କା ରହିଥିବା ବେଳେ ଗ୍ରାମ ପିଛା ୬,୫୯୦ଟଙ୍କା ଏହା ସହିତ ୮ ଗ୍ରାମ ପିଛା ୫୨,୭୨୦ ଟଙ୍କା । ତେବେ ଆପଣ ମାନେ ଯଦି କଟକ କଥା ଦେଖିବେ ଏଠାରେ ୨୨ କ୍ୟାରେଟ ୧ ଗ୍ରାମ ପିଛା ୬,୫୯୦ ଟଙ୍କା ଆଉ ଆଠ ଗ୍ରାମ ପିଛା ୫୨,୭୨୦ ଟଙ୍କା ଏହା ସହିତ ୧୦ ଗ୍ରାମ ପିଛା ୬୫,୯୦୦ ଟଙ୍କା ଆଉ ଯଦି ୨୪ କ୍ୟାରେଟ କଥା ଦେଖିବେ ଏହା ୧୦ ଗ୍ରାମ ପିଛା ୭୧,୮୯୦ ଟଙ୍କା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking