25.1 C
Bhubaneswar
Monday, October 21, 2024
Homeଓଡିଶାଆବାସ କେଳେଙ୍କାରୀର ତଦନ୍ତ ହେଉ : ନଡ୍ଡା

ଆବାସ କେଳେଙ୍କାରୀର ତଦନ୍ତ ହେଉ : ନଡ୍ଡା

ଭବାନୀପାଟଣା: ଭବାନୀପାଟଣାରେ ବିଜେପୀ ସଭାପତି ଜେନି ନଡ୍ଡାଙ୍କ ଉଦ୍‌ବୋଧନ । ଓଡିଶାରେ ୨୩ ବର୍ଷ ହେଲା ନବୀନ ସରକାର ଚାଲିଛି । ଓଡିଶା ସବୁଠାରୁ ପଛୁଆ ଗରିବ ରାଜ୍ୟ ଭାବେ ପରିଚିତ ହେଉଛି । ଓଡିଶାରେ ୩.୫କୋଟି ଲୋକଙ୍କୁ ମୋଦି ରାସନ ଦେଉଛନ୍ତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀଙ୍କୁ ଘର ମିଳୁନି । ଯେଉଁମାନେ ପ୍ରକୃତ ହିତାଧିକାରୀ ସେମାନେ ଘର ପାଉନାହାନ୍ତି । ମୁଁ କେନ୍ଦ୍ରମନ୍ତ୍ରୀଙ୍କୁ କହିବି ଏହାର ତଦନ୍ତ କରାଯାଉ ବୋଲି କହିଛନ୍ତି ସଭାପତି ଜେପି ନଡ୍ଡା । ତଦନ୍ତ କରାଯାଉ ଯିଏ ଦୋଷୀ ତାଙ୍କୁ ଦଣ୍ଡ ଦିଆଯାଉ ।୧୧ କୋଟି ଲୋକଙ୍କୁ ଆୟୁଷ୍ମାନ ଯୋଜନା ସଫଳ ମିଳିଛି, ଏଠାରେ କିନ୍ତୁ ନବୀନ ବାବୁ ଏହାର ଲାଗୁ କରିନାହାନ୍ତି । ଓଡିଶା ଲୋକଙ୍କୁ ଆୟୁଷ୍ମାନ ଯୋଜନାରୁ ବଞ୍ଚିତ କରାଯାଉଛି ବୋଲି କହିଛନ୍ତି ଜେପି ନଡ୍ଡା ।

ମୋଦିଙ୍କ ପ୍ରଶଂସା କଂଗ୍ରେସକୁ କଷ୍ଠ: ଜେପି ନଡ୍ଡା

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking