ଭୁବନେଶ୍ୱର : ଇଣ୍ଡିଆ ନାଁ ପରିବର୍ତ୍ତନ ପାଇଁ ଭର୍ତ୍ତୃହରିଙ୍କ ଯୁକ୍ତି । ଇଣ୍ଡିଆ ନାଁ ବଦଳାଇ ଭାରତ ହେବା ଆବଶ୍ୟକ । ଏନେଇ ପ୍ରାଇଭେଟ୍ ମେମ୍ବର ବିଲ୍ ଆଣିଥିବା କହିଲେ ଭର୍ତ୍ତୃହରି । ଗତ ସଂସଦରେ ଆଣିଥିଲି,ଏଥର ପୁଣି ଆଣିବି କହିଲେ । ଓଡିଆ ଓ ହିନ୍ଦୀରେ ଭାରତ ଲେଖାହେଉଛି । ଇଂରାଜୀରେ ମଧ୍ୟ ଭାରତ ଲେଖାହେଉ ।