25.1 C
Bhubaneswar
Tuesday, October 22, 2024
Homeଦେଶ ବିଦେଶଇସ୍ରାଏଲ ସୀମାରେ ଲେବାନନର ଏୟାରଷ୍ଟ୍ରାଇକ

ଇସ୍ରାଏଲ ସୀମାରେ ଲେବାନନର ଏୟାରଷ୍ଟ୍ରାଇକ

ତେଲ ଆଭିଭ: ଇସ୍ରାଏଲ ଓ ହମାସ ମଧ୍ୟରେ ଯୁଦ୍ଧ ଜାରି ରହିଛି । ଲେବାନନରୁ ୩ଟି ବିମାନ ଇସ୍ରାଏଲ ସୀମାରେ ଅନୁପ୍ରବେଶ କରିଥିଲା । ଗୋଟିଏକୁ ଆଇଡିଏଫର ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ଅଟକାଇଥିବା ବେଳେ ଅନ୍ୟ ଦୁଇଟି ଉତ୍ତରରେ ପଡ଼ିଥିବା ସୂଚନା ମିଳିଛି । ଏୟାର ଷ୍ଟ୍ରାଇକ୍ ପାଇଁ ଲେବନାନ ସୀମାରୁ ୩ଟି ଲଢୁଆ ବିମାନ ଉଡ଼ି ଇସ୍ରାଏଲ ସୀମାରେ ପ୍ରବେଶ କରିଥିଲା ।

ହିଜବୁଲ୍ଲା ଲେବାନନର ଏକ ଆତଙ୍କବାଦୀ ସଂଗଠନ । ହମାସ ଉପରେ ଇସ୍ରାଏଲର ପ୍ରତିଆକ୍ରମଣ ସହିତ ହିଜବୁଲ୍ଲା ଆତଙ୍କବାଦୀମାନେ ଲେବାନନ ପକ୍ଷରୁ ରକେଟ୍ ଲଞ୍ଚରରେ ଆକ୍ରମଣ କରୁଛନ୍ତି ।ଘଟଣା ପରେ ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ଆହୁରି ବ୍ୟାପକ ହେବା ଆଶଙ୍କା କରାଯାଉଛି । ଏବେ ଇସ୍ରାଏଲ ପକ୍ଷରୁ ଲେବାନନ ଉପରେ ଆକ୍ରମଣକୁ ଆହୁରି ବ୍ୟାପକ କରାଯିବାର ଆଶଙ୍କା ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking