25.1 C
Bhubaneswar
Wednesday, March 19, 2025
Homeଓଡିଶାକିସମିସର ଲାଭକାରୀ ବିଷୟରେ ଜାଣନ୍ତୁ..

କିସମିସର ଲାଭକାରୀ ବିଷୟରେ ଜାଣନ୍ତୁ..

ଭୁବନେଶ୍ୱର : କିସମିସ ଶରୀର ପାଇଁ ବହୁତ ଲାଭ ଦାୟକ । ଏଥିରେ ଭିଟାମିନ , ମିନେରାଲ୍ସ ଏବଂ ଆଣ୍ଟି-ଅକ୍ସିଡାଣ୍ଟ ଭରପୁର ରହିଛି ।  । ଏହା ରରରକୁ ଅନେକ ରୋଗରୁ ରକ୍ଷା କରିବାରେ ସାହାଯ୍ୟ କରେ । ଏହାକୁ ରାତିସାରା ଭିଜାଇ ରଖି କାଇବା ଦ୍ୱାରା   ଶରୀର ପାଇଁ ବାଭ ଆହୁରି ବଢିପାରେ । ଏହା ଖାଇବା ଦ୍ୱାରା କ୍ୟାନସର ଭଳି ସମସ୍ୟାକୁ  ଦୂର କରେ ।  କିସମିସରେ ପୋଟାସିୟମ , ଫାଇବର ଏବଂ ଆଣ୍ଟି – ଅକ୍ସିଡାଣ୍ଟ ଭରପୁର ଥାଏ ।  ଏହା କୋଲେଷ୍ଟ୍ରେଲ ସ୍ତରକୁ ନିୟନ୍ତ୍ରଣ କରେ ।  ରକ୍ତ ସଞ୍ଚାଳନକୁ ଉନ୍ନତ କରିବାରେ ସାହାଯ୍ୟ କରେ ।  ଯାହା ହୃଦରୋଗର ଆଶଙ୍କା ହ୍ରାସ ପାଏ । କିସମିସ ରକ୍ତହୀନତା ରୋଗୀଙ୍କ ପାଇଁ  ବହୁତ ଲାଭଦାୟକ । ଏଥିରେ ପ୍ରଚୁର ପରିମାଣରେ ଆଇରନ , ଫାଲେଟ ଏବଂ ଭିଟାମିନ ବି  ରହିଛି ।   ଯାହା ହିମୋ ଗ୍ଲୋବିନ  ବୃଦ୍ଧି କରିବାରେ  ସାହାଯ୍ୟ କରେ । ଏବଂ  ରକ୍ତ  ଅଭାବକୁ ଦୂର କରେ । କିସମିସ ଭିଟାମିନ ଏ , ଭିଟାମିନ ସି ଏବଂ ଆଣ୍ଟି – ଅକ୍ସିଡାଣ୍ଟର ଏକ ଭଲ ଉତ୍ସ । ଯାହା ଦୃଷ୍ଟି ଶକ୍ତିକୁ ଉନ୍ନତ କରିବାରେ ସାହାଯ୍ୟ କରେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking