27.1 C
Bhubaneswar
Sunday, September 29, 2024
Homeଦେଶ ବିଦେଶପପୁଆ ନ୍ୟୁ ଗିନିରେ ଭୂସ୍ଖଳନ; ମୃତ୍ୟୁସଂଖ୍ୟା ୬୭୦କୁ ବୃଦ୍ଧି

ପପୁଆ ନ୍ୟୁ ଗିନିରେ ଭୂସ୍ଖଳନ; ମୃତ୍ୟୁସଂଖ୍ୟା ୬୭୦କୁ ବୃଦ୍ଧି

ଫ୍ରାନ୍ସ : ପପୁଆ ନ୍ୟୁ ଗିନିରେ ଭୂସ୍ଖଳନ । ମୃତ୍ୟୁସଂଖ୍ୟା ୬୭୦କୁ ବୃଦ୍ଧି । ମାଟି ତଳୁ ଶହ ଶହ ମୃତ ଦେହ ଉଦ୍ଧାର କରୁଛନ୍ତି ଉଦ୍ଧାରକାରୀ ଟିମ୍।
ରିପୋର୍ଟ ଅନୁସାରେ, ଶୁକ୍ରବାର ପପୁଆ ନ୍ୟୁ ଗିନିରେ ଘଟିଥିବା ଭୟଙ୍କର ଭୂସ୍ଖଳନରେ ବର୍ତ୍ତମାନ ସୁଦ୍ଧା ୬୭୦ ଜଣଙ୍କ ମୃତଦେହ ଉଦ୍ଧାର ହେଲାଣି। ଏହି ଭୂସ୍ଖଳନରେ ୧୫୦ରୁ ଅଧିକ ଘର ମାଟି ତଳେ ପୋତି ହୋଇଯାଇଛି। ଏବେ ବି ଲୋକଙ୍କୁ ଖୋଜା ଚାଲିଛି। ସୂଚନା ଅନୁସାରେ, ଶୁକ୍ରବାର ପପୁଆ ନ୍ୟୁ ଗିନିର ରାଜଧାନୀ ପୋର୍ଟ ମୋରସବିଠାରୁ ପ୍ରାୟ ୬୦୦ କିଲୋମିଟର ଦୂର ଉତ୍ତର-ପଶ୍ଚିମ ଦିଗରେ ଅବସ୍ଥିତ ଏଙ୍ଗା ପ୍ରଦେଶର କାଓକଲାମ ଗ୍ରାମରେ ଏହି ଭୂସ୍ଖଳନ ହୋଇଥିଲା। ହଠାତ୍ ଭୁସ୍ଖଳନ ହେବାକୁ ଶହ ଶହ ଲୋକ ମାଟି ତଳେ ଚାପି ହୋଇ ଯାଇଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking