20.1 C
Bhubaneswar
Saturday, December 6, 2025
Homeଓଡିଶାଘାଟିରେ ଭୂସ୍ଖଳନ: ଯୋଗାଯୋଗ ବିଚ୍ଛିନ୍ନ

ଘାଟିରେ ଭୂସ୍ଖଳନ: ଯୋଗାଯୋଗ ବିଚ୍ଛିନ୍ନ

ବ୍ରହ୍ମପୁର: କଳିଙ୍ଗା ଘାଟିରେ ଭୂସ୍ଖଳନ ଯୋଗୁଁ ଯାତାୟତ ବିଚ୍ଛିନ୍ନ ହୋଇଯାଇଛି । କନ୍ଧମାଳ ଓ ଗଞ୍ଜାମ ଜିଲ୍ଲାକୁ ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଯାଇଛି । ରାସ୍ତା ଉପରେ ପଡି ରହିଛି ବଡ ବଡ ପଥର ଓ ମାଟି ଅତଡା । ପ୍ରାୟ ୨୦ ଘଣ୍ଟା ହେବ ରାସ୍ତା ସଫା ନହେବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢିଛି । ସୂଚନାଯୋଗ୍ୟ, ମଙ୍ଗଳବାର ଦିନ ଓଡ଼ିଶାର କନ୍ଧମାଳ ଜିଲ୍ଲାର କଳିଙ୍ଗ ଘାଟରେ ପ୍ରବଳ ବର୍ଷା ହେବା ଫଳରେ ଏକ ବଡ଼ ଧରଣର ଭୂସ୍ଖଳନ ଘଟିଥିଲା। ସୌଭାଗ୍ୟବଶତଃ, କୌଣସି ମୃତାହତର ଖବର ମିଳିନାହିଁ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking