14.1 C
Bhubaneswar
Thursday, December 11, 2025
Homeଓଡିଶାକିଟ ଜମି କେଳେଙ୍କାରୀର ତଦନ୍ତ ହେବ : ମନ୍ତ୍ରୀ

କିଟ ଜମି କେଳେଙ୍କାରୀର ତଦନ୍ତ ହେବ : ମନ୍ତ୍ରୀ

ଭୁବନେଶ୍ୱର : କିଟ ଜମି କେଳଙ୍କାରୀ ପ୍ରସଙ୍ଗରେ ତଦନ୍ତ ହେବ କହିଛନ୍ତି ମନ୍ତ୍ରୀ ସମ୍ପଦ ସ୍ୱାଇଁ । ଅଭିଯୋଗ ଆଧାରରେ ତଦନ୍ତ ହେବ କହିଛନ୍ତି ମନ୍ତ୍ରୀ । କୌଣସି ପ୍ରକାର ଦୁର୍ନୀତିକୁ ସହ୍ୟ କରାଯିବନି । ତଦନ୍ତ ରିପୋର୍ଟ ଆସିଲେ ଦୋଷୀ ବିରୋଧରେ କାଯ୍ୟାନୁଷ୍ଠାନ ହେବ । ଏପଟେ କିଟ ପାଇଁ ସରକାର ଗଠନ କରିଛନ୍ତି ହେଲ୍ପ ଡେସ୍କ । ଆଇଏଏସ ଅଧିକାରୀ ଅଧ୍ୟକ୍ଷତାରେ ୨୪  ଘଣ୍ଟିଆ ହେଲ୍ପ ଡେସ୍କ ଆରମ୍ଭ କରାଯାଇଛି । କଲେଜ ଫେରିବାକୁ ଚାହୁଁଥିବା ଛାତ୍ରଛାତ୍ରୀ  ଏବଂ ଅନ୍ୟାନ୍ୟ ଅସୁବିଧା ପାଇଁ ହ୍ୱାଟସଆପ ନମ୍ବର ଜାରି ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking