27.1 C
Bhubaneswar
Saturday, June 22, 2024
Homeଓଡିଶାଜମି ଠକେଇ ମାମଲା; ଅଭିଯୁକ୍ତ ଗିରଫ

ଜମି ଠକେଇ ମାମଲା; ଅଭିଯୁକ୍ତ ଗିରଫ

ଭୁବନେଶ୍ବର: ବାଙ୍କୁଆଳ ମୌଜାରେ ଜମି ଦେବା ନାଁରେ ୫୦ କୋଟି ଟଙ୍କା ଠକେଇ ଅଭଯୋଗ ହୋଇଛି। ଜମି ଦେବା ନାଁରେ ୫୦ କୋଟି ଠକେଇ ଅଭିଯୋଗରେ ବିଲଡର ଗିରଫ ହୋଇଥିବାର ଖବର ମିଳିଛି। ବିଭିନ୍ନ କିସ୍ତିରେ ଲୋକଙ୍କୁ ରାଜଧାନୀରେ ଜମି ଦେବାକୁ କହି ଠକି ଚାଲିଥିଲା ଏହି ଠକ। ଜମି ମାଗିବାରୁ ଫେକ ରେଜିଷ୍ଟେସନ କରାଇଦେଉଥିବା ଅଭିଯୋଗ ବି ହୋଇଥିଲା। ଏଭଳି ଅଭିଯୋଗ ପରେ, ଖାରବେଳ ନଗର ଥାନା ପୁଲିସ ଅଭିଯୁକ୍ତକୁ ଗିରଫ କରିଛି। ସୁଶ୍ରୀ ହୋମ୍ସ ଆଣ୍ଡ ଇନ୍ଫ୍ର ପ୍ରମୋଟର୍ସ ପ୍ରାଇଭେଟ ଲିମିଟେଡର ଏମଡି ଶିବବ୍ରତ ଦାସ ଗିରଫ ହୋଇଛନ୍ତି।

ରଥଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରଶାସନିକ କର୍ମଚାରୀଙ୍କ ଛୁଟି ବାତିଲ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking