29.1 C
Bhubaneswar
Tuesday, October 22, 2024
Homeଦେଶ ବିଦେଶଇଡି ଅଫିସରେ ଲାଲୁ ପ୍ରସାଦ ଯାଦବ

ଇଡି ଅଫିସରେ ଲାଲୁ ପ୍ରସାଦ ଯାଦବ

ପାଟନା: ପାଟନା ଇଡି ଅଫିସରେ ପହଂଚିଲେ ଲାଲୁ ପ୍ରସାଦ ଯାଦବ । ଚାକିରି ବଦଳରେ ଜମି ଦୁର୍ନୀତି ମାମଲାରେ ଇଡି ଅଫିସରେ ପହଂଚିଲେ ଲାଲୁ ପ୍ରସାଦ ଯାଦବ । ଝିଅ ମିସା ଭାରତୀଙ୍କ ସହ ଇଡି ଅଫିସରେ ପହଂଚିଲେ ଲାଲୁ । ଇଡି ଅଫିସ ବାହାରେ ଆରଜେଡି କାର୍ଯ୍ୟକର୍ତ୍ତାଙ୍କ ବିକ୍ଷୋଭ ଦେଖିବାକୁ ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking