ଭୁବନେଶ୍ୱର : ଖୁବଶୀଘ୍ର ପେସା ଆଇନ ଲାଗୁ କରିବେ ସରକାର । ସୂଚନା ଦେଲେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାୟକ । ଆଦିବାସୀ ଅନ୍ୟ ଧର୍ମ ଗ୍ରହଣ ନକରିବାକୁ ଜଗିବାକୁ ପଡିବ । ଆଦିବାସୀଙ୍କ ପାଇଁ ସନାତନୀ ଧର୍ମ ବଞ୍ଚିଛି । ଆଦିବାସୀ ସମାଜ ସବୁଠୁ ଅଧିକ ରାଷ୍ଟ୍ରବାଦୀ । ଦେଶରେ ଆଦିବାସୀଙ୍କ ସଂଖ୍ୟା କମୁଛି ।