26.7 C
Bhubaneswar
Wednesday, March 26, 2025
Homeଓଡିଶାକୋଶଳୀ : ଏଯାଏଁ ଆସିନି ପ୍ରସ୍ତାବ- ମନ୍ତ୍ରୀ

କୋଶଳୀ : ଏଯାଏଁ ଆସିନି ପ୍ରସ୍ତାବ- ମନ୍ତ୍ରୀ

ଭୁବନେଶ୍ୱର : କୋଶଳୀକୁ ରାଜ୍ୟ ଭାଷା ମାନ୍ୟତା ଦାବି ପ୍ରସଙ୍ଗରେ ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାଯ୍ୟଙ୍କ ପ୍ରଶ୍ନରେ  ଉତ୍ତର ରଖିଛନ୍ତି ଓଡିଆ ଭାଷା ସାହିତ୍ୟ ମନ୍ତ୍ରୀ ସୂଯ୍ୟବଂଶୀ ସୂରଜ । କହିଛନ୍ତି, କୋଶଳୀକୁ ରାଜ୍ୟ ଭାଷା ମାନ୍ୟତା ଦାବି ପ୍ରସଙ୍ଗରେ ଏ ଯାଏଁ ପ୍ରସ୍ତାବ ଆସିନି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking