16.1 C
Bhubaneswar
Sunday, December 7, 2025
Homeଓଡିଶାପାଞ୍ଚ କୁଖ୍ୟାତ ଚୋରକୁ ଗିରଫ କଲା କୋରେଇ ପୋଲିସ

ପାଞ୍ଚ କୁଖ୍ୟାତ ଚୋରକୁ ଗିରଫ କଲା କୋରେଇ ପୋଲିସ

ଯାଜପୁର: ଯାଜପୁର ଜିଲ୍ଲାର କୋରେଇ ଥାନା ଅଂଚଳ ରେ ପୂର୍ଥକ ପୂର୍ଥକ ଦୁଇଟି ଚୋରି ଘଟଣା ରେ ସମ୍ପୃକ୍ତ ଥିବା 5 ଜଣ କୁଖ୍ୟାତ ଚୋର କୁ କୋରେଇ ପୋଲିସ ଗିରଫ କରି 150ଗ୍ରାମ ର ସୁନା ଗହଣା ଜବଦ କରିଛି ଚୋର ମାନଙ୍କୁ ଯାଜପୁର ରୋଡ କୋର୍ଟ ଚାଲାଣ କରିଛି ଏ ସମ୍ପର୍କ ରେ ଯାଜପୁର ରୋଡ ଏସ ଡି ପି ଓ ଏକ ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଇ ଛନ୍ତି l ଚାରି ଜଣ ସହ ଜଣେ ମହିଳା ଚୋର କୁ ଗିରଫ କରା ଯାଇ କୋର୍ଟ କୁ ପଠା ଯାଇଛି lଯାଜପୁର ରୋଡ ଏସ ଡି ପି ଓ ଲଷ୍ମୀଧର ସ୍ୱlଇଁ କୋରେଇ ଥାନା ଅଧିକାରୀ ରାକେଶ ତ୍ରିପାଠୀ ବିଭିନ୍ନ ଗଣ ମାଧ୍ୟାମ କୁ ସୂଚନା ଦେଇ କହିଲେ ଅଷ୍ଟନାମୀ ଆପଟମେଣ୍ଟ ରହୁ ଥିବା ନିର୍ମଳ କୁମାର ପଣ୍ଡା ଘରେ ନ ଥିବା ସୁଯୋଗ ଦେଖି ଏହି ଚୋର ମାନେ ଘର ର ଚାବି ଭାଙ୍ଗି ଘରେ ପଶି ଆଲମିରା ରୁ ସୁନା ଗହଣା ଲୁଟି ନେଇ ଥିଲେ l ଏ ସମ୍ପର୍କ କୋରେଇ ଥାନା ରେ ଅଭିଯୋଗ ହୋଇ ଥିଲେ

କୋରାଇ ପୋଲିସ ଏକ କେଶ ରୁଜୁ କରି ଥିଲେ ତଦନ୍ତ ଜାରି ରଖି ଥିଲେ ସେହି ପରି କନେଇ ପୁର ଅଂଚଳ ରେ ରହୁ ଥିବା କାତ୍ତିକ ଚନ୍ଦ୍ର ବେହେରା ଘରେ ନ ଥିବା ର ସୁଯୋଗ ନେଇ ଗ୍ରିଲ କବାଟ ଭାଙ୍ଗି ଚୋର ମାନେ ସୁନା ଗହଣା ଲୁଟି ନେଇ ଥିଲେ l ଏ ସମ୍ପର୍କ ରେ ଥାନା ରେ ଅଭିଯୋଗ ହୋଇ ଥିଲା ଏକ କେଶ ରୁଜୁ ହୋଇ ଥିଲା l ଥାନା ଅଧିକାରିଶ୍ରୀ ତ୍ରିପାଠୀ 3 ଟିମ ଗଠନ କରି ତଦନ୍ତ କୁ ଅଧିକ ଗତି ଶିଳ କରି ବିଭିନ୍ନ ଶୋର୍ସ ଆଧାର ରେ ଚୋର ମାନଙ୍କୁ ଧରି ବାରେ ସକ୍ଷମ ହୋଇ ଚାରି ଜଣ ଚୋର କୁ ଧରିବା ରେ ସକ୍ଷମ ହୋଇ ଥିଲେ ଚୋରଙ୍କ ମାଷ୍ଟର ମାଇଣ୍ଡି ସେକ ସରିଫ ଫେରାର ହୋଇ ଯାଇଛି150ଗ୍ରାମ ସୁନା ରେ 31ଟି ବିଭିନ୍ନ ଅଳଙ୍କାର ରହିଛିଆସାମୀ ମାନେ ହେଲେ ଯାଜପୁର ରୋଡ ଥାନା ହୁଡ଼ି ସାହି ର ରବୀନ୍ଦ୍ର ପାତ୍ର କ୍ରିଷ୍ଣା ଦାସ ମଣ୍ଟୁ ମୁଣ୍ଡା ଶୁଭମ ଓଝା ମହରମ ସାହି ର ଅଜମିରା ବିବିଏହି ଆସାମୀ ମାନଙ୍କ ନାମ ରେ ବିଭିନ୍ନ ଥାନା ରେ ଚୋରି କେଶ ରହିଛି ବିଭିନ୍ନ ଅଚଳ ବୁଲି ଘରେ ନଥିବାର ଲକ୍ଷ କରି ଚୋରି କରି ଥାନ୍ତି ବୋଲି ଏସ ଡି ପି ଓ ଓ ଥାନା ଅଧିକାରୀ ଶ୍ରୀ ତ୍ରିପାଠୀ ସୂଚନା ଦେଇ ଛନ୍ତି l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking