26.1 C
Bhubaneswar
Wednesday, February 11, 2026
Homeଓଡିଶାକୋଲକାତା ଲଜ୍ଜା : ଓଡିଶା ରାଜ୍ୟପାଳଙ୍କ ଉଦବେଗ

କୋଲକାତା ଲଜ୍ଜା : ଓଡିଶା ରାଜ୍ୟପାଳଙ୍କ ଉଦବେଗ

ଭୁବନେଶ୍ୱର : କୋଲକାତାରେ ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲା । ଓଡିଶା ରାଜ୍ୟପାଳ ରଘୁବର ଦାସଙ୍କ ପ୍ରତିକ୍ରିୟା । ଘଟଣାକୁ ନେଇ ଦେଶବାସୀଙ୍କ ମନରେ ଉଦ୍‌ବେଗ । ହସ୍ପିଟାଲ ଓ ସ୍ଥାନୀୟ ପ୍ରଶାସନର ଅବହେଳା । ଓଡିଶାର ଭଉଣୀମାନଙ୍କ ପ୍ରତିନିଧି ଟିମ ମୋତେ ଦାବିପତ୍ର ଦେଇଛି । ଏହି ଦାବିପତ୍ର ମୁଁ ପଶ୍ଚିମବଙ୍ଗ ରାଜ୍ୟପାଳଙ୍କୁ ପଠାଇବି । ମାମଲାର କଡା କାର୍ଯ୍ୟାନୁଷ୍ଠାନ ଦାବି କରିଛି ।

ବନ୍ଦ ପଡିଥିବା ଶିଳ୍ପର ପୁନଃଉଦ୍ଧାର ହେବ

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking