ବନ୍ଦ ପଡିଥିବା ଶିଳ୍ପର ପୁନଃଉଦ୍ଧାର ହେବ

ଭୁବନେଶ୍ୱର : ରାଜ୍ୟରେ ୩୫ଟି ବୃହତ ଶିଳ୍ପର ବନ୍ଦ ହେବା ନେଇ ଶିଳ୍ପମନ୍ତ୍ରୀଙ୍କ ପ୍ରତିକ୍ରିୟା । ବିଭିନ୍ନ କାରଣରୁ ଶିଳ୍ପ ବନ୍ଦ ହୋଇପଡେ । ବନ୍ଦ ହୋଇପଡିଥିବା ଶିଳ୍ପର ପୁନଃଉଦ୍ଧାର ପ୍ରୟାସ ହେବ । ୮୦ ଦିନରେ ସରକାରରେ ଏହା ବନ୍ଦ ହୋଇନି । ବଜେଡି ସରକାରରେ ଏହା ବନ୍ଦ ହୋଇଛି । ଶିଳ୍ପନୀତି ଅନୁସାରେ ପୁନଃଉଦ୍ଧାର ପାଇଁ ଉଦ୍ୟମ ହେବ । ବଜୁ ଛାତ୍ର ଜନତା ଦଳର ନେତାଙ୍କୁ ନବୀନଙ୍କ ଟିପ୍ସ