31.1 C
Bhubaneswar
Wednesday, March 25, 2026
Homeଦେଶ ବିଦେଶକୋଲକାତା ଲଜ୍ୟା : ଗତକାଲିଠୁ ଅନଶନରେ ବସିବେ ଅଲ୍ ଇଣ୍ଡିଆ ଡାକ୍ତର ସଂଘ

କୋଲକାତା ଲଜ୍ୟା : ଗତକାଲିଠୁ ଅନଶନରେ ବସିବେ ଅଲ୍ ଇଣ୍ଡିଆ ଡାକ୍ତର ସଂଘ

କୋଲକାତା : ପଶ୍ଚିମବଙ୍ଗର ଆର.ଜି କର କଲେଜ ଏବଂ ହସ୍ପିଟାଲରେ ଜଣେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟାକୁ ନେଇ ବିରୋଧ ଜାରି ରହିଛି। ବର୍ତ୍ତମାନ ଫେଡେରେସନ୍ ଅଫ୍ ଅଲ୍ ଇଣ୍ଡିଆ ମେଡିକାଲ୍ ଆସୋସିଏସନ୍ (ଏଏଫଆଇଏମଏ) ଦେଶବ୍ୟାପୀ ଅନଶନ ଘୋଷଣା କରିଛନ୍ତି। ଡାକ୍ତର ସଂଘ ଏକ ବୈଠକ କରି ବୁଧବାର ଦିନରୁ ଉପାସ ରହି ଅନଶନ ଆରମ୍ଭ କରିବେ ବୋଲି ଘୋଷଣା କରିଛି। ଏଏଫଆଇଏମଏସଭାପତି ସୁବର୍ନକର ଦତ୍ତ କହିଛନ୍ତି, ‘ଆମେ ପଶ୍ଚିମବଙ୍ଗ ଜୁନିଅର ଡାକ୍ତରଙ୍କ ସହିତ ସମ୍ପର୍କରେ ରହିଛୁ । ବ୍ୟାପକ ବିଚାର ବିମର୍ଶ ପରେ ପଶ୍ଚିମବଙ୍ଗରେ ଆମର ସହକର୍ମୀଙ୍କ ସହ ଏକତ୍ର ହୋଇ ଆମେ ଦେଶବ୍ୟାପୀ କ୍ଷୁଧା ଅନଶନ ପାଳନ କରିବାକୁ ନିଷ୍ପତ୍ତି ନେଇଛୁ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking