18.1 C
Bhubaneswar
Saturday, December 6, 2025
Homeଓଡିଶାଭିଜା ଅଖରୋଟ ଖାଇବାର ଲାଭ ଜାଣନ୍ତୁ..

ଭିଜା ଅଖରୋଟ ଖାଇବାର ଲାଭ ଜାଣନ୍ତୁ..

ଭୁବନେଶ୍ୱର: ଅଖରୋଟ ଖାଇବା ସ୍ୱାସ୍ଥ୍ୟ ପାଇଁ  ଲାଭଦାୟକ ।  ବିଶେଷ କରି ଯଦି ଆପଣ ସକାଳେ ଖାଲି ପେଟରେ  ଭିଜାଇ ଖାଇବେ । ଭିଜା ଅଖରୋଟ ଖାଇବା ଦ୍ୱାରା ଶରୀର ଏବଂ  ମନ  ଉଭୟ ଗଭୀର ଭାବରେ  ପୋଷଣ  ପାଇଥାଏ । ଅଖରୋଟରେ  ଓମେଗା-୩ ଫ୍ୟାଟି ଏସିଡ ଏବଂ ଆଣ୍ଟି ଅକ୍ସିଡାଣ୍ଟ ଥାଏ ।  ଯାହା ସ୍ମୃତିଶକ୍ତି ଏବଂ ମାନସିକ ସ୍ପଷ୍‌ଟତା ବୃଦ୍ଧି  କରିବାରେ  ସାହାଯ୍ୟ କରେ । ପ୍ରତିଦିନ ଅଖରୋଟ ଖାଇବା  ଦ୍ୱାରା ଖରାପ କୋଲେଷ୍ଟ୍ରଲ ହ୍ରାସ ଏବଂ ଭଲ କୋଲେଷ୍ଟ୍ରଲ  ବୃଦ୍ଧି କରିବାରେ ସାହାଯ୍ୟ ହୁଏ ।  ଏବଂ ହୃଦରୋଗର ଆଶଙ୍କା ହ୍ରାସ ପାଏ ।  ଅଖରୋଟରେ ମିଳୁଥିବା ଭିଟାମିନ ଇ, ଜିଙ୍କ ଏବଂ ମ୍ୟାଗ୍ନେସିୟମ  ଶରୀରର ରୋଗ  ପ୍ରତିରୋଧକ ଶ୍କତି   ବୃଦ୍ଧି କରିବାରେ ସାହାଯ୍ୟ କରେ । ଅଖରୋଟ ଖାଇବା ଦ୍ୱାରା   ଆଣଣ୍ଠୁ ଗଣ୍ଠି ଯନ୍ତ୍ରଣାରୁ ମୁକ୍ତି ମିଳିଥାଏ ।  ଭିଜା ଅଖରୋଟ ରେ ଫାଇବର, ପ୍ରିବାୟୋଟିକ ଉପାଦାନ ଥାଏ,  ଯାହା ଅନ୍ତନଳୀରେ  ଥିବା ଭଲ  ବ୍ୟାକ୍ଟେରିଆକୁ ପୋଷଣ କରେ ଏବଂ ପାଚନ  ପ୍ରକ୍ରିୟାକୁ ଉନ୍ନତ କରେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking