ମୁମ୍ବାଇ : ଶେଷ ହୋଇଛି ଅପେକ୍ଷା । ଘୋଷଣା ହୋଇଛି ୨୦୨୪ ଟ୍ୱେଣ୍ଟି-୨୦ ବିଶ୍ୱକପ୍ ର କ୍ରୀଡାସୂଚୀ । ଆଇସିସି ଏବଂ ହୋଷ୍ଟ ଦେଶ ପକ୍ଷରୁ ଗତକାଲି ଘୋଷଣା କରାଯାଇଛି କ୍ରୀଡା ସୂଚୀ । ଖବର ଅନୁଯାୟୀ, ୨୦୨୪ରେ ଅନୁଷ୍ଠିତ ହେବ ଟ୍ୱେଣ୍ଟି-୨୦ ବିଶ୍ୱକପ୍ । ଜୁନ୍ ୨ରୁ ଏହି ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇ ଜୁନ ୨୯ ପର୍ଯ୍ୟନ୍ତ ଚାଲିବ । ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୨୦ଟି ଟିମ୍ କ୍ବାଲିଫାଏ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ୮ଟି ଟିମ୍ ଟ୍ୱେଣ୍ଟି-୨୦ ବିଶ୍ୱକପ୍ ରେ ଏଣ୍ଟ୍ରି କରିବେ । ସେହିଠାରୁ ହିଁ ଆରମ୍ଭ ହେବ ସୁପର ୮ ଷ୍ଟେଜ୍ ମୁକାବିଲା । ତେବେ କାହା ସହିତ କେବେ ଖେଳାଯିବ ମ୍ୟାଚ୍ ସେ ନେଇ ଆଇସିସି ପକ୍ଷରୁ ଖେଳର କାର୍ଯ୍ୟସୂଚୀ ଦିଆଯାଇଛି । ଦେଇଯାଇଥିବା କାର୍ଯ୍ୟସୂଚୀ ଅନୁଯାୟୀ,
ତାରିଖ ସମୟ ମ୍ୟାଚ୍ ସ୍ଥାନ
ଜୁନ୍ ୨ ସକାଳ ୬ଟା ଆମେରିକା-କାନାଡା – ତାଲସ
ଜୁନ୍ ୨ ରାତି ୮ଟା ୱେଷ୍ଟଇଣ୍ଡିଜ୍-ପିଏନ୍ଜି – ଗୁଏନା
ଜୁନ୍ ୩ ସକାଳ ୬ଟା ନାମିବ୍ୟା-ଓମାନ – ବାର୍ବାଡୋସ୍
ଜୁନ୍ ୩ ରାତି ୮ଟା ଶ୍ରୀଲଙ୍କା -ଦ.ଆଫ୍ରିକା – ନ୍ୟୁୟର୍କ
ଜୁନ୍ ୪ ସକାଳ ୬ଟା ଆଫଗାନିସ୍ତାନ-ଉଗାଣ୍ଡା – ଗୁଏନା
ଜୁନ୍ ୪ ରାତି ୮ଟା ଇଂଲଣ୍ଡ-ସ୍କଟଲାଣ୍ଡ – ବାର୍ବାଡୋସ୍
ଜୁନ୍ ୪ ରାତି ୯ଟା ନେଦରଲାଣ୍ଡ-ନେପାଳ – ଡଲାସ
ଜୁନ୍ ୫ ରାତି ୮ଟା ଭାରତ-ଆୟରର୍ଲାଣ୍ଡ – ନ୍ୟୁୟର୍କ
ଜୁନ୍ ୬ ସକାଳ ୫ଟା ପିଏନ୍ଜି- ଉଗାଣ୍ଡା – ଗୁଏନା
ଜୁନ୍ ୬ ସକାଳ ୬ଟା ଅଷ୍ଟ୍ରେଲିଆ-ଓମାନ – ବାର୍ବାଡୋସ୍
ଜୁନ୍ ୬ ରାତି ୯ଟା ଆମେରିକା-ପାକିସ୍ତାନ – ଡଲାସ
ଜୁନ୍ ୬ ରାତି ୧୨ଟା ୩୦ ନାମିବ୍ୟା-ସ୍କଟଲ୍ୟାଣ୍ଡ -ବାର୍ବାଡୋସ୍
ଜୁନ୍ ୭ ରାତି ୮ଟା କାନାଡା-ଆୟର୍ଲାଣ୍ଡ – ନ୍ୟୁୟର୍କ
ଜୁନ୍ ୮ ସକାଳ ୫ଟା ନ୍ୟୁଜିଲ୍ୟାଣ୍ଡ-ଆଫଗାନିସ୍ତାନ- ଗୁଏନା
ଜୁନ୍ ୮ ସକାଳ ୬ଟା ଶ୍ରୀଲଙ୍କା-ବାଂଲାଦେଶ – ଡଲାସ
ଜୁନ୍ ୮ ରାତି ୮ଟା ଦ.ଆଫ୍ରିକା- ନେଦରଲାଣ୍ଡ- ନ୍ୟୁୟର୍କ
ଜୁନ୍ ୮ ରାତି ୧୦ଟା ୩୦ ଅଷ୍ଟ୍ରେଲିଆ- ଇଂଲଣ୍ଡ – ବାର୍ବାଡୋସ୍
ଜୁନ୍ ୯ ସକାଳ ୬ଟା ୱେଷ୍ଟଇଣ୍ଡିଜ୍-ଉଗାଣ୍ଡା – ଗୁଏନା
ଜୁନ୍ ୯ ରାତି ୮ଟା ଭାରତ-ପାକିସ୍ତାନ – ନ୍ୟୁୟର୍କ
ଜୁନ୍ ୯ ରାତି ୧୦ଟା ଓମାନ – ସ୍କଟଲାଣ୍ଡ – ଆଣ୍ଟିଗୁଆ
ଜୁନ୍ ୧୦ ରାତି ୮ଟା ଦ.ଆଫ୍ରିକା-ବାଂଲାଦେଶ- ନ୍ୟୁୟର୍କ
ଜୁନ୍ ୧୧ ରାତି ୮ଟା ପାକିସ୍ତାନ-କାନାଡା – ନ୍ୟୁୟର୍କ
ଜୁନ୍ ୧୨ ସକାଳ ୫ଟା ଶ୍ରୀଲଙ୍କା-ନେପାଳ – ଫ୍ଲୋରିଡା
ଜୁନ୍ ୧୨ ସକାଳ ୬ଟା ଅଷ୍ଟ୍ରେଲିଆ-ନାମିବ୍ୟା – ଆଣ୍ଟିଗୁଆ
ଜୁନ୍ ୧୨ ରାତି ୮ଟା ଭାରତ-ଆମେରିକା – ନ୍ୟୁୟର୍କ
ଜୁନ୍ ୧୩ ସକାଳ ୬ଟା ୱେଷ୍ଟଇଣ୍ଡିଜ୍-ନ୍ୟୁଜିଲାଣ୍ଡ- ତ୍ରିନିଦାଦ୍
ଜୁନ୍ ୧୩ ରାତି ୮ଟା ବାଂଲାଦେଶ-ନେଦରଲାଣ୍ଡ – ସେଣ୍ଟ ଭିନ୍ସେଣ୍ଟ
ଜୁନ୍ ୧୩ ରାତି ୧୨ ଟା ୩୦ ଇଂଲଣ୍ଡ-ଓମାନ – ଆଣ୍ଟିଗୁଆ
ଜୁନ୍ ୧୪ ସକାଳ ୬ଟା ଆଫଗାନିସ୍ତାନ-ପିଏନ୍ଜି -ତ୍ରିନିଦାଦ୍
ଜୁନ୍ ୧୪ ରାତି ୮ଟା ଆମେରିକା- ଆୟର୍ଲାଣ୍ଡ – ଫ୍ଲୋରିଡା
ଜୁନ୍ ୧୫ ସକାଳ ୫ଟା ଦ.ଆଫ୍ରିକା-ନେପାଳ – ସେଣ୍ଟ ଭିନ୍ସେଣ୍ଟ
ଜୁନ୍ ୧୫ ସକାଳ ୬ଟା ନ୍ୟୁଜିଲାଣ୍ଡ- ଉଗାଣ୍ଡା – ତ୍ରିନିଦାଦ୍
ଜୁନ୍ ୧୫ ରାତି ୮ଟା ଭାରତ- କାନାଡା – ଫ୍ଲୋରିଡା
ଜୁନ୍ ୧୫ ରାତି ୧୦ଟା ୩୦ ଇଂଲଣ୍ଡ-ନାମିବ୍ୟା – ଆଣ୍ଟିଗୁଆ
ଜୁନ ୧୬ ସକାଳ ୬ଟା ଅଷ୍ଟ୍ରେଲିଆ- ସ୍କଟଲାଣ୍ଡ – ସେଣ୍ଟ ଲୁସିଆ
ଜୁନ୍ ୧୬ ରାତି ୮ଟା ପାକିସ୍ତାନ- ଆୟର୍ଲାଣ୍ଡ – ଫ୍ଲୋରିଡା
ଜୁନ୍ ୧୭ ସକାଳ ୫ଟା ବାଂଲାଦେଶ- ନେପାଳ – ସେଣ୍ଟ ଭିନ୍ସେଣ୍ଟ
ଜୁନ୍ ୧୭ ସକାଳ ୬ଟା ଶ୍ରୀଲଙ୍କା-ନେଦରଲାଣ୍ଡ୍ – ସେଣ୍ଟ ଲୁସିଆ
ଜୁନ୍ ୧୭ ରାତି ୮ଟା ନ୍ୟୁଜିଲାଣ୍ଡ- ପିଏନ୍ଜି – ତ୍ରିନିଦାଦ୍
ଜୁନ୍ ୧୮ ସକାଳ ୬ଟା ୱେଷ୍ଟଇଣ୍ଡିଜ୍-ଆଫଗାନିସ୍ତାନ – ସେଣ୍ଟ ଲୁସିଆ
ସୁପର-୮ ପର୍ଯ୍ୟାୟ ଜୁନ୍ ୧୯ରୁ ଜୁନ୍ ୨୪
ଜୁନ୍ ୨୭ ପ୍ରଥମ ସେମିଫାଇନାଲ ତ୍ରିନିଦାଦ ସକାଳ ୬ଟା
ଜୁନ୍ ୨୯ ଦ୍ୱିତୀୟ ସେମିଫାଇନାଲ ଗୁଏନା ରାତି ୮ଟା
ଜୁନ୍ ୨୯ ଫାଇନାଲ ବାର୍ବାଡୋସ ରାତି ୭ଟା ୩୦