ଭୁବନେଶ୍ୱର: କିଟ ଘଟଣାରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି , କିଟରେ ଘଟିଥିବା ଘଟଣା ଶୁଭଙ୍କର ନୁହେଁ । ଆତ୍ମହତ୍ୟା ଆଡକୁ ଯାଉଛନ୍ତି ଯୁବପିଢି । କାହିଁକି ଆତ୍ମହତ୍ୟା କରୁଛନ୍ତି , ଏହା ଚିନ୍ତାର ବିଷୟ । କିଟ ଘଟଣାକୁ ରାଜ୍ୟ ସରକାର ଅଧ୍ୟୟନ କରୁଛନ୍ତି । ପିଲାଙ୍କ ଉପରେ କି ଚାପ ରହୁଛି ଜାଣିବାକୁ ଚେଷ୍ଟା କରିବୁ ।