27.1 C
Bhubaneswar
Friday, June 21, 2024
Homeଓଡିଶାରାଜା ସ୍ୱାଇଁ କାମଚଳା ବାଚସ୍ପତି

ରାଜା ସ୍ୱାଇଁ କାମଚଳା ବାଚସ୍ପତି

ଭୁବନେଶ୍ୱର : କାମଚଳା ବାଚସ୍ପତି ଭାବେ ଶପଥ ନେଲେ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ସପ୍ତଦଶ ବିଧାନସଭାର କାମଚଳା ବାଚସ୍ପତି ଭାବେ ଶପଥ ନେଲେ ରଣେନ୍ଦ୍ର । ଶପଥ ପାଠ କରାଇଲେ ରାଜ୍ୟପାଳ ରଘୁବର ଦାସ । ୧୭ ଓ ୧୮ ତାରିଖରେ ନିର୍ବାଚିତ ବିଧାୟକଙ୍କୁ ଶପଥ ପାଠ କରାଇବେ । ୨୦ ତାରିଖରେ ବିଚସ୍ପତି ନିର୍ବାଚନ ପରିଚାଳନା କରିବେ ।

ରଜ ଉପଲକ୍ଷେ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking