27.1 C
Bhubaneswar
Sunday, September 29, 2024
Homeଓଡିଶାବେଆଇନ ହୋର୍ଡିଂ ପୋଷ୍ଟର ମାରିବା ମହଙ୍ଗା ପଡିଲା; ଜରିମାନା ନିର୍ଦ୍ଦେଶ ଦେଲା ବିଏମ୍‌ସି

ବେଆଇନ ହୋର୍ଡିଂ ପୋଷ୍ଟର ମାରିବା ମହଙ୍ଗା ପଡିଲା; ଜରିମାନା ନିର୍ଦ୍ଦେଶ ଦେଲା ବିଏମ୍‌ସି

ଭୁବନେଶ୍ୱର: ରାଜଧାନୀର ବିଭିନ୍ନ କାନ୍ଥବାଡ ପୋଲ ଖୁଣ୍ଟିରେ ବେଆଇନ ଭାବେ ପୋଷ୍ଟର ବ୍ୟାନର ଲାଗଉଥିବା ୪ ଟି ଏଜେନ୍ସିକୁ ମହଙ୍ଗା ପଡିଛି । ଏହି ୫ ଟି ଏଜେନ୍ସିଙ୍କ ନାମରେ ଥାନାରେ ଏତଲା ଦିଆଯିବା ସହ ଜରିମନା ନିର୍ଦ୍ଦେଶ ଦେଇଛି । ସୂଚନା ମୁତାବକ ରାଜଧାନୀ ଭୁବନେଶ୍ୱର ସହରର ସୌନ୍ଦର୍ଯ୍ୟକରଣ ନିମନ୍ତେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି । ହେଲେ କିଛଇ ଅମାନିଆ ରାସ୍ତା କଡରେ ବିଭିନ୍ନ ଛକରେ କାନ୍ଥା ବାଡରେ ବେଆଇନ ହେ।।ର୍ଡିଂ ପୋଷ୍ଟର ବ୍ୟାନର ମାରି ରାଜଧାନୀର ସୁନ୍ଦର ଛବିକୁ ବିକୃତ କରୁଛନ୍ତି । ଅମାନିଆଙ୍କୁ ସାବଡ କରିବା ନେଇ ବିଏମସିର ଟିମ ବିଭିନ୍ନ ସ୍ଥାନରେ ବୁଲି ଯାଞ୍ଚ କରିବା ସହ ବ୍ୟାନର ପୋଷ୍ଟର ହଟାଉଛି । ଯେଉଁମାନେ ବାରମ୍ବାର ଏପରି କାର୍ଯ୍ୟରୁ ଛୋଟ ନିବୃତ ରହୁନାହାନ୍ତି । ସେମାନଙ୍କ ବିରୋଧରେ ବିଏମସି କଠୋର ଅଭିମୁଖ୍ୟ ଗ୍ରହଣ କରୁଛି । ଏହି ଏଜେନ୍ସି ଗୁଡିକ ସ୍କୁଲ, କଲେଜ, ହସ୍ପିଟାଲ ଓ ଘଷରାଇ ସଂସ୍ଥାର ବିଜ୍ଞାପନ ବେଆଇନ ଭାବେ ଲଗାଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking