15.1 C
Bhubaneswar
Wednesday, December 17, 2025
Homeଓଡିଶାହତ୍ୟା କରି ମାଟି ତଳେ ପୋତିଦେଲେ

ହତ୍ୟା କରି ମାଟି ତଳେ ପୋତିଦେଲେ

ବରଗଡ:  ବରଗଡ ଜିଲ୍ଲା ପଞ୍ଚାୟତ କଲେଜ ନିକଟ ପଣ୍ଡରିପଥର ନିକଟ ରେ ହତ୍ୟାକାଣ୍ଡ ହୋଇଛି । ଜଣେ ଇଲେକ୍ଟ୍ରିସିଆନକୁ ମାରି ମାଟି ମାଟି ତଳେ ପୋତିଦେଲେ ।  କାଲି ବିଳମ୍ବିତ ରାତିରେ ମାରି ମାଟିରେ ପୋତିଦେଇଥିବା ସନ୍ଦେହ  କରାଯାଉଛି । କିଏ କାହିଁକି ଏପରି ହତ୍ୟା କଲେ ସ୍ପଷ୍ଟ ହୋଇପାରିନାହିଁ । ଭାଇକୁ ଯୋଜନାବଦ୍ଧ ହତ୍ୟା ନେଇ ଅଭିଯୋଗ ଆଣିଲେ ଭଉଣୀ । ଘଟଣାସ୍ଥଳରେ  ଗ୍ରାମାଞ୍ଚଳ ଥାନା ପୋଲିସ ଛାନଭିନ କରୁଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking