28.1 C
Bhubaneswar
Saturday, October 5, 2024
Homeଅପରାଧବାର୍ଥ ଡେ ପାର୍ଟିକୁ ଡାକି ଯୁବକଙ୍କୁ ହତ୍ୟା !

ବାର୍ଥ ଡେ ପାର୍ଟିକୁ ଡାକି ଯୁବକଙ୍କୁ ହତ୍ୟା !

ଭୁବନେଶ୍ୱର: ହୋଟେଲ୍ ରୁମରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ଖଣ୍ଡଗିରି ଥାନା ଜାଗମରା ଅଂଚଳର ଏକ ହୋଟେଲ ରୁମରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଥିବା ଖବର ସାମ୍ନାକୁ ଆସିଛି । କାଲି ୩ ସାଙ୍ଗମାନଙ୍କ ସହ ମିଶି ବାର୍ଥ ଡେ ପାର୍ଟି ରଖିଥିଲେ ଯୁବକ ଜଣକ । ପାର୍ଟିରେ ଯୁବକଙ୍କ ବାନ୍ଧବୀ ଓ ଅନ୍ୟ ୨ ବନ୍ଧୁ ଉପସ୍ଥିତ ଥିଲେ । ବାର୍ଥ ଡେ ପାର୍ଟିକୁ ଡାକି ହତ୍ୟା କରିଥିବା ଅଭିଯୋଗ କଲେ ପରିବାର ଲୋକ ।

କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଶ୍ରୀଯୁକ୍ତ ଅର୍ଜୁନ ମୁଣ୍ଡାଙ୍କ ଦୁଇ ଦିନିଆ ଯାଜପୁର ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମ

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking