27.1 C
Bhubaneswar
Friday, December 5, 2025
Homeଓଡିଶାକିଟ ଛାତ୍ର ଆତ୍ମହତ୍ୟା; ସରକାର କାର୍ଯ୍ୟାନୁଷ୍ଠାନ ନିଅନ୍ତୁ: ଦିଶାରୀ

କିଟ ଛାତ୍ର ଆତ୍ମହତ୍ୟା; ସରକାର କାର୍ଯ୍ୟାନୁଷ୍ଠାନ ନିଅନ୍ତୁ: ଦିଶାରୀ

ଭୁବନେଶ୍ୱର: କିଟ ଛାତ୍ର ଆତ୍ମହତ୍ୟା ଘଟଣାରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି  ବିଧାୟକ ପ୍ରଦୀପ ଦିଶାରୀ । ଦୁର୍ଭାଗ୍ୟଜନକ ଘଟଣା, ସରକାର ଏହାକୁ ତଦନ୍ତ ପରିସରଭୁକ୍ତ କରନ୍ତୁ ।  ଦୃଢ କାର୍ଯ୍ୟାନୁଷ୍ଠାନ ନହେଲେ ଓଡିଶା ଆସୁଥିଲେ , ଆସୁଥିଲେ, ଆସିବେନି । ଅନ୍ୟପଟେ ଛାତ୍ର  ମୃତ୍ୟୁ ଘଟଣାରେ ବିଧାୟକ ସରୋଜ ପାଢୀ କଡା ଟିପ୍ପଣୀ ଦେଇଛନ୍ତି । କହିଛନ୍ତି, କିଟ ଆଡମିନିଷ୍ଟ୍ରେସନ ଭୁଶୁଡି ଗଲା ପରି ଲାଗୁଛି । ଓଡିଶାର ନାଁ ବଦନାମ କରିବାକୁ କିଟକୁ କୁହାଯାଇ ନାହିଁ ।  କିଟର ଦୋଷ ପ୍ରମାଣିତ  ହେଲେ  କଠୋର  କାର୍ଯ୍ୟାନୁଷ୍ଠାନ ହେବ ।  କୌଣସି  ଦୋଷୀକୁ ମୋହନ ସରକାର କ୍ଷମା ଦେବେ ନାହିଁ । ଆମେ ମଧ୍ୟ କିଟ ଉପରେ କାର୍ଯ୍ୟାନୁଷ୍ଠାନ  ପାଇଁ ଦାବି  କରିବୁ । କିଟର ମନମାନୀ ଆଉ ଚଳିବ  ନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking