23.1 C
Bhubaneswar
Saturday, October 19, 2024
Homeଦେଶ ବିଦେଶମୁଖ୍ୟମନ୍ତ୍ରୀ ମାନ୍‌ଙ୍କ କନ୍ୟାଙ୍କୁ ଖଲିସ୍ତାନୀଙ୍କ ଧମକ

ମୁଖ୍ୟମନ୍ତ୍ରୀ ମାନ୍‌ଙ୍କ କନ୍ୟାଙ୍କୁ ଖଲିସ୍ତାନୀଙ୍କ ଧମକ

ଚଣ୍ଡିଗଡ: ପଞ୍ଜାବରେ ଅମ୍ରିତପାଲ୍ ସିଂହ ବିରୋଧରେ ଆକ୍ସନ୍ ପରେ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍‌ଙ୍କ କନ୍ୟାଙ୍କୁ ଖଲିସ୍ତାନୀ ସମର୍ଥକ ଧମକ ଦେଇଛନ୍ତି । ଭଗୱନ୍ତ ମାନ୍‌ଙ୍କ କନ୍ୟା ସୀରତ କୌର ମାନ୍‌ଙ୍କୁ ଫୋନ୍‌ରେ ଧମକ ଦିଆଯିବା ସହିତ ଗାଳିଗୁଲଜ କରାଯାଇଛି । ସୀରତ ଭଗୱନ୍ତ ମାନ୍‌ଙ୍କ ପ୍ରଥମ ପତ୍ନୀଙ୍କ ସନ୍ତାନ ।

ସେ ମା’ ଓ ଭାଇ ଦିଲ୍‌ସାନ୍‌ଙ୍କ ସହିତ ଆମେରିକାରେ ରହୁଛନ୍ତି । ମାନ୍ ନିଜର ପତ୍ନୀଙ୍କ ଛାଡ଼ପତ୍ର ଦେଇସାରିଛନ୍ତି । ଧମକ ସମ୍ପର୍କରେ ସୀରତଙ୍କ ପାରିବାରିକ ଓକିଲ ହରମିତ୍ କୌର୍ ବରାଡ଼ ଖୁଲାସା କରିଛନ୍ତି । ସେ ତାଙ୍କ ଫେସ୍‌ବୁକ୍ ୱାଲ୍‌ରେ ଲେଖିଛନ୍ତି, ବୁଧବାର ଖଲିସ୍ତାନୀ ସମର୍ଥକ ଅଭଦ୍ର ଶବ୍ଦର ବ୍ୟବହାର ଏବଂ ଗାଳି ଗୁଲଜ କରି ଖଲିସ୍ତାନ ହାସଲ କରିବାକୁ ଚାହୁଁଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking