କଟକ : ଓଡିଶା ହାଇକୋର୍ଟ ବିଚାରପତି ଜଷ୍ଟିସ ଚିତ୍ତରଂଜନ ଦାଶ ଙ୍କ ବଦଳି । ଜଷ୍ଟିସ ଚିତ୍ତରଂଜନ ଦାଶ ଙ୍କ ବଦଳି ପାଇଁ ସୁପ୍ରିମକୋର୍ଟ କଲେଜିୟମ୍ ଙ୍କ ସୁପାରିଶ୍ । ଜଷ୍ଟିସ ଚିତ୍ତରଂଜନ ଦାଶ ଙ୍କୁ କାଲକାଟା ହାଇକୋର୍ଟକୁ ବଦଳି । ତ୍ରିପୁରା ହାଇକୋର୍ଟ ବିଚାରପତି ଜଷ୍ଟିସ ଶୁଭାଶିଷ ତାଳ ପତ୍ର ଙ୍କୁ ଓଡିଶା ବଦଳି ।