20.1 C
Bhubaneswar
Sunday, December 21, 2025
Homeଓଡିଶାରାଜଧାନୀରେ କନିଷ୍ଠ ଶିକ୍ଷକଙ୍କ ବିକ୍ଷୋଭ

ରାଜଧାନୀରେ କନିଷ୍ଠ ଶିକ୍ଷକଙ୍କ ବିକ୍ଷୋଭ

ଭୁବନେଶ୍ୱର: ଦୁଇ ଦଫା ଦାବି ନେଇ  ରାଜରାସ୍ତାକୁ ଓହ୍ଲାଇଛନ୍ତି କନିଷ୍ଠ ଶିକ୍ଷକ ।  ଚାକିରି ନିୟମିତ କରିବା ଦାବିରେ  ଶତାଧିକ ଶିକ୍ଷକ ରାଜଧାନୀର ଲୋୟର ପିଏମଜିରେ  ଧାରଣା ଦେଇଛନ୍ତି । ଯଦି ଦାବି ପୂରଣ ନହୁଏ  ଏହି ଆନ୍ଦୋଳନ ଆହୁରି ଉଗ୍ରରୁପ ନେବ ବୋଲି କନିଷ୍ଠ  ଶିକ୍ଷକ ଦାବି କରିଛନ୍ତି ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking