30.1 C
Bhubaneswar
Sunday, June 23, 2024
Homeଓଡିଶାଜୁଲାଇ ୩ ପିଜି ପ୍ରବେଶିକା ପରୀକ୍ଷା

ଜୁଲାଇ ୩ ପିଜି ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର : ସ୍ନାତକୋତ୍ତର ପ୍ରବେଶିକା ପରୀକ୍ଷା ଜୁଲାଇ ୩ ତାରିଖରୁ ଆରମ୍ଭ ହେଵ । ୨୦୨୪ ଏବଂ ୨୦୨୫ ସ୍ନାତକୋତ୍ତର(ପିଜି) ଶିକ୍ଷାବର୍ଷ ପାଇଁ ଆରମ୍ଭ ହୋଇଯାଇଛି ସମସ୍ତ ପ୍ରକ୍ରିୟା । ଇଛୁକ ଛାତ୍ରଛାତ୍ରୀମାନେ ପିଜି ପ୍ରବେଶିକା ପରୀକ୍ଷା ପାଇଁ ଅନଲାଇନ ମାଧ୍ୟମରେ ଆବେଦନ କରିଥିଲେ । ଏହି ପିଜି ପ୍ରବେଶିକା ପରୀକ୍ଷା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଜୁନ ୨୨ ତାରିଖରେ ଆଡମିଟ୍‌ କାର୍ଡ ୱେବସାଇଟ୍‌ରେ ଉପଲବ୍ଧ ହେବ । ରାଜ୍ୟର ସମସ୍ତ ବିଶ୍ବବିଦ୍ୟାଳୟ ଓ କଲେଜରେ ପିଜି ନାମଲେଖା ପାଇଁ ଏବେଠୁ ପ୍ରସ୍ତୁତ କରାଯାଉଛି । ଜୁଲାଇ ୩ରୁ ୧୪ ପର୍ଯ୍ୟନ୍ତ ଏହି ପରୀକ୍ଷା ଆୟୋଜିତ ହେବ । ଚଳିତ ମାସ ୨୨ ତାରିଖରେ ଆଡମିଟ୍ କାର୍ଡ ମିଳିବ । ଏସ୍ଏସ୍‌ବି ପକ୍ଷରୁ ଏହି ପ୍ରବେଶିକା ପରୀକ୍ଷା କରାଯିବ ବୋଲି ସୂଚନା ମିଳିଛି । ଚଳିତବର୍ଷ ପିଜି ନାମଲେଖା ଆବେଦନ ପାଇଁ ଛାତ୍ରଛାତ୍ରୀଙ୍କୁ ମାତ୍ର ୯ ଦିନ ସମୟ ଦିଆଯାଇଥିଲା । ଯାହାଫଳରେ ଛାତ୍ରଛାତ୍ରୀମାନଙ୍କୁ ଆବେଦନ କରିବା ପାଇଁ ଅସୁବିଧା ହୋଇଥିଲା । ସେହି ସମୟ ବିଭାବଧାନରେ ଆବେଦନ କରିଥିବା ଛାତ୍ରଛାତ୍ରୀ ପରୀକ୍ଷା ଦେଇପାରିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking