34.1 C
Bhubaneswar
Friday, September 20, 2024
Homeଓଡିଶାବିଚାର ବିଭାଗୀୟ ତଦନ୍ତ କରାଯାଉ : ନବୀନ

ବିଚାର ବିଭାଗୀୟ ତଦନ୍ତ କରାଯାଉ : ନବୀନ

ଭୁବନେଶ୍ୱର : ଭରତପୁର ଥାନାରେ ସେନା ଓ ପୁଲିସ କଳି ପ୍ରସଙ୍ଗ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପ୍ରେସମିଟ୍ । ମେଜର ବାନ୍ଧବୀଙ୍କ ଘଟଣା ମୋତେ ଆଶ୍ଚର୍ଯ୍ୟ କରିଛି । ଏଭଳି ଘଟଣା ନିନ୍ଦନୀୟ । ତାଙ୍କ ସହ ଦୁର୍ବ୍ୟବହାର ଓ ଅସଦାଚରଣ ହୋଇଛି । ବିଚାର ବିଭାଗୀୟ ତଦନ୍ତ କରାଯାଉ । ସରକାରକୁ ୧୦୦ ଦିନ ହୋଇ ସାରିଛି । ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ହେଉ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking