30.1 C
Bhubaneswar
Wednesday, January 21, 2026
Homeଓଡିଶାଓଡିଶା ଆସିବେ ଜେପି ନଡ୍ଡା

ଓଡିଶା ଆସିବେ ଜେପି ନଡ୍ଡା

ଭୁବନେଶ୍ୱର : ଓଡିଶା ଆସିବେ ବିଜେପି ରଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ରାଜ୍ୟ ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକରେ ଯୋଗଦେବେ । ଆସନ୍ତା ୧୯ ଓ ୨୦ ତାରିଖରେ ବସିବ ବୈଠକ । ଆଗାମୀ ଦିନର ରଣନୀତି ଓ କାର୍ଯ୍ୟପନ୍ଥା ପ୍ରସ୍ତୁତ କରିବ ଦଳ । କଣ କାର୍ଯ୍ୟକ୍ରମ ହାତକୁ ନିଆଯିବ ରାଜନୈତିକ ଚିଠା ପାରିତ ହେବ । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସୂଚନା ।

ରାଜଭବନ ଘେରିଲା ଛାତ୍ର କଂଗ୍ରେସ

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking