ଭୁବନେଶ୍ୱର : ରାଜ୍ୟପାଳଙ୍କ ପୁଅ ଲଳିତ କୁମାରଙ୍କ ଗିରଫ ଦାବି କରି ରାଜଭବନ ଆଗରେ ଛାତ୍ର ଓ ଯୁବ କଂଗ୍ରେସର ଆନ୍ଦୋଳନ । ପୁରୀ ରାଜଭବନରେ ଏଏସଓଙ୍କୁ ମାଡ ଘଟଣାରେ କାର୍ଯ୍ୟାନୁଷ୍ଠାନ ଦାବି କରି କଂଗ୍ରେସର ବିରୋଧ ପ୍ରଦର୍ଶନ । ଘଟଣାର ସପ୍ତାହେ ପରେ ବି କାର୍ଯ୍ୟାନୁଷ୍ଠାନ ନିଆଯାଉନଥିବାରୁ ରାଜଭବନ ଆଗରେ ଧାରଣା ଦେଇଛି ଛାତ୍ର କଂଗ୍ରେସ । ଅଭିଯୁକ୍ତଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବା ଦାବିରେ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜଙ୍କ ନେତୃତ୍ୱରେ ଛାତ୍ର … Continue reading ରାଜଭବନ ଘେରିଲା ଛାତ୍ର କଂଗ୍ରେସ
Copy and paste this URL into your WordPress site to embed
Copy and paste this code into your site to embed