ଭୁବନେଶ୍ୱର : ଆଇଏଏସ ହଟାଇବାକୁ ଚିଠି ଲେଖିଛନ୍ତି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ । ମୁଖ୍ୟ ଶାସନ ସଚିବଙ୍କୁ ଜୁଏଲ ଓରାମ ଚିଠି ଲେଖିଛନ୍ତି । ଆଇଏଏସ ପରାଗ ହର୍ଷଦଙ୍କୁ ହଟାଇବାକୁ ଚିଠିରେ ଉଲ୍ଲେଖ ହୋଇଛି । ମନ୍ତ୍ରୀଙ୍କ କାଯ୍ୟାଳୟ ଆସୁନାହାନ୍ତି ବ୍ୟକ୍ତିଗତ ସଚିବ । ଜାନୁଆରୀ ୨୩ ତାରିଖରୁ ପରାଗ ହର୍ଷଦ ଅନୁପସ୍ଥିତ ଅଛନ୍ତି ।