ବାଲେଶ୍ୱର: ବାଲେଶ୍ୱା ଜିଲ୍ଲାରେ ୪ ଶିକ୍ଷକଙ୍କୁ ଜେଲ ଦଣ୍ଡାଦେଶ ଦେଲେ ଭିଜିଲାନ୍ତ୍ର କୋର୍ଟ । ଦୌତାରୀ ନାୟକ,ହରିହର ନାୟକ,ଧୀରେନ ନାୟକ ଓ ଦେବେନ୍ଦ୍ର ମହାପା୍୍ରଙ୍କୁ ଜେଲ ଦଣ୍ଡାଦେଶ । ୨ ଜଣଙ୍କୁ ୨ବର୍ଷ ଓ ଅନ୍ୟ ୨ଜଣଙ୍କୁ ୪ବର୍ଷ ଜେଲ ସହ ଜରିମାନା ଦଣ୍ଡ । ସମସ୍ତ ୪ଜଣଙ୍କୁ ପେନସନ୍ ବନ୍ଦ କରିବାକୁ ମଧ୍ୟ ଭିଜିଲାନ୍ତ୍ରର ପଦକ୍ଷେପ ।