ଭୁବନେଶ୍ୱର: ବିଜେଡିକୁ କଡା କାଉଣ୍ଟର କଲେ ବିଧାୟକ ଜୟନାରାୟଣ ମିଶ୍ର । ଭଗବାନ ବିଜେଡିକୁ ଦୀର୍ଘାୟୁ କରନ୍ତୁ କହି ତାଚ୍ଛଲ୍ୟ କରିଛନ୍ତି ଜୟନାରାୟଣ । ସେ କହିଛନ୍ତି ଯେ ବିଜେଡି ମରିଯାଉଥିବା ଲୋକେ କହୁଛନ୍ତି, ସେମାନେ ବଞ୍ଚେଇବା ପାଇଁ ସୋ’ କରୁଛନ୍ତି । ସେମାନେ ମରନ୍ତୁ ନାହିଁ ବଞ୍ଚିଥାନ୍ତୁ, ସାଲାଇନ ଦରକାର ହେଲେ ଦେବୁ । କୌଣସି ସଂଗଠିତ କ୍ରାଇମ ଓଡିଶାରେ ନାହିଁ, ମାଫିଆ ଥିଲେ, ଆଜି ନାହିଁ । ଦିବ୍ୟଶଙ୍କର ମିଶ୍ର, ପ୍ରତାପ ଜେନା, ଅରୁଣ ସାହୁ ଯାହା କରିଥଲେ ଆମେ କରିନୁ । ନବୀନ ଯେଉଁ ଅଂହ ଥଲା ଟିକେ କଟିଛି, ଲୋକଙ୍କୁ ଭେଟିବା କଥା ।










