ଭୁବନେଶ୍ୱର: ରାହୁଲଙ୍କୁ ଜୟନାରାୟଣଙ୍କ ଜବାବ । ସମ୍ବିଧାନକୁ ଆମେ ବଞ୍ଚାଉଛୁ କହିଲେ ଜୟନାରାୟଣ । କଂଗ୍ରେସ ସମ୍ବିଧାନକୁ ଧର୍ଷମ କରିଥିଲା । ୩୭୦ ଲଗାଇ ରାଜ୍ୟ ଭିତରେ ପାର୍ଥକ୍ୟ ଆଣିଥିଲେ । ଏହି ଧାରା ଉଠାଇ ସମାନତା ଆଣିଛୁ । ରାହୁଲଙ୍କ ଭାଷଣରେ ତଥ୍ୟ ନାହିଁ । ପଞ୍ଚାୟତ ସ୍ତରରେ ନେତା ଭାଷଣ ଦେଲା ଭଳି ଲାଗିଲା ।










