29.1 C
Bhubaneswar
Sunday, January 25, 2026
Homeଓଡିଶାପ୍ରଶ୍ନପତ୍ର ଲିକ୍‌: ଏଏନ୍‌ଏମ୍‌ ପରୀକ୍ଷା ବାତିଲ

ପ୍ରଶ୍ନପତ୍ର ଲିକ୍‌: ଏଏନ୍‌ଏମ୍‌ ପରୀକ୍ଷା ବାତିଲ

ଗଜପତି: ଗଜପତି ଜିଲା ପାରଳାଖେମୁଣ୍ଡିରେ ଏଏନ୍‌ଏମ୍‌ ପରୀକ୍ଷା ବାତିଲ ହୋଇଛି। ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ନେଇ ଆଜି ବିଧାନସଭା ଗୃହରେ କଂଗ୍ରେସ ବିଧାୟକ ରାଜନ ଏକା ପ୍ରଶ୍ନ କରିଥିଲେ। ଆଜି ୨ଟା ବେଳେ ପରୀକ୍ଷା ଆରମ୍ଭ ହେବାକୁ ଥିବା ବେଳେ ଦିନ ୧୧ଟା ବେଳେ ବଜାରରେ ପ୍ରଶ୍ନ ପତ୍ର ବିକ୍ରି ହେଉଥିବା ନେଇ ବିଧାୟକ ପ୍ରଶ୍ନ କରିଥିଲେ। ଆଜି ଗଜପତି ଜିଲା ପାରଳାଖେମୁଣ୍ଡି ମହାରାଜ ବାଳକ ଉଚ୍ଚ ବିଦ୍ୟାଳୟରେ ଏଏନ୍‌ଏମ୍‌ ପରୀକ୍ଷା ହେବାର ଥିଲା। ପିଲାଙ୍କୁ ପ୍ରଶ୍ନପତ୍ର ମଧ୍ୟ ବଣ୍ଟା ହୋଇଥିଲା ପରେ ହଠାତ୍‌ ପରୀକ୍ଷାକୁ ବାତିଲ କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking