ଭୁବନେଶ୍ୱର : ବିଜେଡି ପରାଜୟ ନେଇ ମହେଶ ସାହୁ ବଡ ବୟାନ ରଖିଛନ୍ତି । ବବି ଦାସ ସମ୍ବଲପୁରରୁ ଲଢିବା ଭୁଲ ନିଷ୍ପତ୍ତି ଥିଲା । ଭୁଲ ନିଷ୍ପତ୍ତି କ୍ରମେ ବବି ଦାସ ସମ୍ବଲପୁରରେ ଲଢିଲେ । ଯାଜପୁରରେ ଲଢିଥିଲେ ୧୦ରୁ ବାହାର ବିଧାୟକ । ଆମେ ସରକାର କରିଥାନ୍ତୁ କହିଛନ୍ତି ମହେଶ ସାହୁ ।