19.1 C
Bhubaneswar
Friday, November 22, 2024
Homeଓଡିଶାକାଳ ହେଲା ଉଧାର ଟଙ୍କା ମାଗିବା ; ଯୁବକଙ୍କୁ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଲେ...

କାଳ ହେଲା ଉଧାର ଟଙ୍କା ମାଗିବା ; ଯୁବକଙ୍କୁ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଲେ ଦୁର୍ବୃତ୍ତ

ଭୁବନେଶ୍ୱର: ମହଙ୍ଗା ପଡିଲା ଉଧାର ଟଙ୍କା ମାଗିବା । ଯୁବକଙ୍କୁ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଲେ ଦୁର୍ବୃତ୍ତ । କଳାହାଣ୍ଡି ଭବାନୀପାଟଣାରୁ ଆସିଛି ଏଭଳି ଖବର । ଗୁରୁତର ଯୁବକ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି । ଭବାନୀପାଟଣାର ଅଞ୍ଜନ ପାଢୀ କିଛି ବ୍ୟକ୍ତିଙ୍କୁ ୨ ଲକ୍ଷ ଟଙ୍କା ଉଦ୍ଧାର ଦେଇଥିଲେ । ହେଲେ ସେମାନେ ଟଙ୍କା ଫେରାଉନଥିବାରୁ ଅଞ୍ଜନ ଟଙ୍କା ଫେରାଇବାକୁ ବାରମ୍ବାର କହୁଥିଲେ । ଫଳରେ କାଲି ରାତିରେ ତାଙ୍କ ଘରେ ପଶି ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking